ଢେଙ୍କାନାଳ //ଜିଲ୍ଲା କଂଗ୍ରେସ ର ପୂର୍ବତନ ସଭାପତି ସମରେନ୍ଦ୍ର ନନ୍ଦ ଙ୍କ ମା ରୁକ୍ମିଣୀ ପ୍ରଭା ନନ୍ଦଙ୍କ 80 ବର୍ଷ ବୟସ ରେ ସ୍ଥାନୀୟ ନୁଆସାସନ ସ୍ଥିତ ବାସଭବନ ଠାରେ ବିୟୋଗ ଘଟିଛି l ତାଙ୍କ ବିୟୋଗରେ ବରିଷ୍ଟ ସମାଜ ସେବୀ ଗଙ୍ଗାଧର ସାମଲ ପୂର୍ବତନ ବିଧାୟକ ସୁଧିର କୁମାର ସାମଲ ଯୁବ ସମାଜ ସେବୀ ତଥା ଶିଳ୍ପପତି ଡାକ୍ତର ଅବିନାଶ ସାମଲ ଗଭୀର ଦୁଃଖ ପ୍ରକାଶ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି l

Spread the love

ଆଜି ସକାଳେ ଢେଙ୍କାନାଳ ଜିଲ୍ଲା କଂଗ୍ରେସ ର ପୂର୍ବତନ ସଭାପତି ସମରେନ୍ଦ୍ର ନନ୍ଦ ଙ୍କ ମା ରୁକ୍ମିଣୀ ପ୍ରଭା ନନ୍ଦଙ୍କ 80 ବର୍ଷ ବୟସ ରେ ସ୍ଥାନୀୟ ନୁଆସାସନ ସ୍ଥିତ ବାସଭବନ ଠାରେ ବିୟୋଗ ଘଟିଛି l ତାଙ୍କ ବିୟୋଗରେ ବରିଷ୍ଟ ସମାଜ ସେବୀ ଗଙ୍ଗାଧର ସାମଲ ପୂର୍ବତନ ବିଧାୟକ ସୁଧିର କୁମାର ସାମଲ ଯୁବ ସମାଜ ସେବୀ ତଥା ଶିଳ୍ପପତି ଡାକ୍ତର ଅବିନାଶ ସାମଲ ଗଭୀର ଦୁଃଖ ପ୍ରକାଶ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି l

ସ୍ବର୍ଗତl ନନ୍ଦ ଜଣେ ଧର୍ମପରାୟଣ ପରୋଉପକାରି ସମାଜ ସେବୀ ମହିଳା ଥିଲେ l ସେ ସୁଲେଖିକା ସାହିତ୍ୟିକା ଓ କବି ଭାବରେ ଢେଙ୍କାନାଳ ଜିଲ୍ଲାରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଠି କରିଥିଲେ l ତାଙ୍କ ବିୟୋଗରେ ଢେଙ୍କାନାଳ ଜିଲ୍ଲାର ଅପୂରଣୀୟ କ୍ଷତି ଘଟିଲା l ତାଙ୍କ ଅମର ଆତ୍ମାର ଶାନ୍ତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଚୁ l ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହିତ ପ୍ରଭୁ ଶ୍ରୀ ଜଗନ୍ନାଥ ଏହି ଦୁଃଖ ସମୟରେ ତାଙ୍କ ପରିବାରକୁ ସହାୟ ହୁଅନ୍ତୁ

Leave a Reply

Your email address will not be published. Required fields are marked *