Spread the love

କନ୍ଧମାଳ : ମା ଗଜଲକ୍ଷ୍ମୀ ପୂଜା କମିଟି ର 2026 କଳସ ଯାତ୍ରା ଅନୁଷ୍ଠିତ..

କନ୍ଧମାଳ କୁନା ଦିଗାଲ ଦର୍ଶନ ସମୀକ୍ଷା

ଖଜୁରୀପଡ଼ା ବ୍ଲକ୍ ର ମା ଗଜଲକ୍ଷ୍ମୀ ମାର୍କେଟ୍ କମିଟି ତରଫରୁ 2026 ଉପଲକ୍ଷେ ମା ଗଜଲକ୍ଷ୍ମୀ ପୂଜା କଳସି ଯାତ୍ରା ବହୁ ଆଡ଼ମ୍ବର ରେ ସଭାପତି ସୁବୁଦ୍ଧି ଗଣ୍ଡା ଏବଂ ସମ୍ପାଦକ ସୁରେନ୍ଦ୍ର କୁମାର ସାହୁ ଙ୍କ ନେତୃତ୍ୱ ରେ ପାଳିତ ହେଇଯାଇଛି l ଏହି ଗଜଲକ୍ଷ୍ମୀ ପୂଜା କାର୍ଯ୍ୟକ୍ରମ ରେ କମିଟି ର ସଦସ୍ୟ ସଦସ୍ୟା ଯଥା ପ୍ରଫୁଲ ମିଶ୍ର, ରବି ଶତପଥି, ରବିନାରାୟଣ ମିଶ୍ର, କିସାନ୍, ସୁଜ୍ଞାନୀ ବେହେରା, ଅରବିନ୍ଦ ପାତ୍ର, ଅଗାଧୁ ନାୟକ, ସନ୍ତୋଷ କୁମାର ପଣ୍ଡା , ପ୍ରତାପ, କେଶବ ଦାସ, ଦିପୁ ପଣ୍ଡା, ସ୍ୱମ୍ୟୁରଞ୍ଜ ସାହୁ, ରାଜେନ୍ଦ୍ର,ରାଜୁ ଦାସ,ସ୍ମିତାରାଣୀ ସାହୁ, ସୁଶୀଳା ସାହୁ,, ସ୍ୱାଗତିକା ସାହୁ, ବିଭୁତି ଲେଙ୍କା, ପ୍ରତିମା ମହାପାତ୍ର, ବିଦୁତ୍ତଲତା ,ଆରଧ୍ୟା ଦାସ, କରନ୍ ସାହୁ, ଜାଜ୍ଞସୀନି ସାହୁ, ପ୍ରମୁଖ ଯୋଗଦେଇ ମା ଗଜଲକ୍ଷ୍ମୀ ପୂଜା ପାଳନ କରିଛନ୍ତି l ପୂଜା କମିଟି ତରଫରୁ ବହୁ ଆଡ଼ମ୍ବରରେ ବାଜା ବାଦ୍ୟ କରି ପୂଜା ଅର୍ଚନା କରିଥିଲେ l ଏହି କାର୍ଯ୍ୟକ୍ରମ ଟିକୁ ଉପଭୋଗ କରିବା ପାଇଁ ଅନେକ ଭକ୍ତ ଉପସ୍ଥିତ ରହି ଏହି ଯାତ୍ରା ଟିକୁ ସଫଳ କରିଥିଲେ l