କେନ୍ଦୁଝର ଜିଲ୍ଲା ବଡ଼ବିଲ ର ଅଗ୍ରଣୀ ସେବା ସଂସ୍ଥା” ପ୍ରୟାସ” ର ନୂତନ କର୍ମକର୍ତା ଚୟନ କରାଯାଇଛି ପଚାଶ ରୁ ଉର୍ଦ୍ଧ କର୍ମକର୍ତା ଙ୍କ ମାଧ୍ୟମ ରେ ବିଭିନ୍ନ ପଦବୀ ଚୟନ କରାଯାଇଥିଲା। ସଭାପତି ଅନିଲ ସିଂହା ଓ ସମ୍ପାଦକ ରାମ କର୍ମକାର କୋଷଦକ୍ଷ ଭାବେ ସପନ କୁମାର ଘୋଷ ରହିଲେ

Spread the love

ପ୍ରୟାସ ନୂତନ କର୍ମକର୍ତା ଚୟନ
ଦର୍ଶନ ସମୀକ୍ଷା, ବଡ଼ବିଲ
ତା 14-08-2025
କେନ୍ଦୁଝର ଜିଲ୍ଲା ବଡ଼ବିଲ ର ଅଗ୍ରଣୀ ସେବା ସଂସ୍ଥା” ପ୍ରୟାସ” ର ନୂତନ କର୍ମକର୍ତା ଚୟନ କରାଯାଇଛି ପଚାଶ ରୁ ଉର୍ଦ୍ଧ କର୍ମକର୍ତା ଙ୍କ ମାଧ୍ୟମ ରେ ବିଭିନ୍ନ ପଦବୀ ଚୟନ କରାଯାଇଥିଲା। ସଭାପତି ଅନିଲ ସିଂହା
ସମ୍ପାଦକ ରାମ କର୍ମକାର
କୋଷଦକ୍ଷ ସପନ କୁମାର ଘୋଷ
ଉପ ସଭାପତି ଶୈଳେଶ କର୍ମକାର
ସହ ସମ୍ପାଦକ ଶରଦ ବାଗଡି
କ୍ରୀଡା, ସାଂସ୍କୃତିକ ସଭାପତି ଓ ଉପସଭାପତି ଭାବରେ ଜିତେନ୍ଦ୍ର ସିଂ, ଗବରିଲ ମୁଣ୍ଡା, ଶଙ୍କର କଲରା ଓ ସୁଦେବ କର୍ମକାର ଙ୍କୁ ଚୟନ କରାଯଇଥିଲା

Leave a Reply

Your email address will not be published. Required fields are marked *