‘୩ ମନ୍ତ୍ରୀ ପଦ ମାଗୁଛି ବିଜେଡି’
ଏବେ ଯାହା ଚର୍ଚ୍ଚା ହେଉଛି, ବିଜେଡ଼ି ଆମ ଶୀର୍ଷ ନେତୃବୃନ୍ଦ ଙ୍କୁ ପ୍ରସ୍ତାବ ଦେଉଛି। କହୁଛି ଆମେ ସମ୍ପୂର୍ଣ୍ଣ ବିଜେପି ସହ ଆସିବୁ। କିନ୍ତୁ ଆମ କୁ ଖାଲି ଥିବା 6 ମନ୍ତ୍ରୀ ପଦ ଭିତରୁ 6 ନଦେଲେ ବି 3 ମନ୍ତ୍ରୀ ପଦ ଦିଅନ୍ତୁ। ଏନେଇ ନିଷ୍ପତ୍ତି ନେବେ ଶୀର୍ଷ ନେତୃତ୍ବ।
ଆମେ ବିଶେଷ ସୁଚନା ଦେଇପରୁନୁ, ପୂର୍ବରୁ ଯାହା ହେଇଥିଲା କୁଆଡେ଼ ଦିଲ୍ଲୀରେ ସେଟିଙ୍ଗ ହୋଇସାରିଲାଣି
କିନ୍ତୁ ଶୁଣାଯାଉଛି ମିଶିବେ।











