ଭୁବନେଶ୍ୱର:ସମ୍ବିଧାନଦିବସରେ ରାଜ୍ୟଦିବ୍ୟାଙ୍ଗ ମହାସଂଘ ଗଣଧାରଣା
ଦର୍ଶନ ସମୀକ୍ଷା
ଲୋ୍ୱର ପି ଏମ, ଜି, ରେ ଭତ୍ତାପ୍ରଦାନ ରେ ବ୍ୟାପକ ଅନିୟମିତତା ପ୍ରତିବାଦ ରେ ସମ୍ବିଧାନଦିବସରେ ରାଜ୍ୟଦିବ୍ୟାଙ୍ଗ ମହାସଂଘ ଗଣଧାରଣା ରେ ଓଡିଶା ଭତ୍ତାପ୍ରଦାନ ସଂଘର୍ଷ ସମିତି ରାଜ୍ୟ ସଭାପତି ବିଦ୍ୟାଧର ମହାନ୍ତି ଯୋଗ ଦେଇ କହିଲେ ସାମାଜିତ ସୁରକ୍ଷା ଦେବାରେ ବି ଜେ, ପି, ସରକାର ର ବିଫଳତା ପଦାରେ ପଡିଛି,

ସମସ୍ତଙ୍କୁ ୩ହଜାର ଟଙ୍କା ଭତ୍ତା ପ୍ରଦାନ ସହିତ ଅବିଳମ୍ବେ ୮୦ ବର୍ଷ ଓ ସତକଡା ୮୦% ଦିବ୍ୟାଙ୍ଗ ମାନଙ୍କୁ ତୁରନ୍ତ ୩୫୦୦ଟଙ୍କା ଭତ୍ତା ପ୍ରତେକ ମାସ ୧୦ ତାରିଖ ମଧ୍ୟରେ ସମସ୍ତ ଙ୍କୁ ଭତ୍ତା ପ୍ରଦାନ ନ କ ଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ, ଏହି ଧାରଣା ରେ ସଭାପତି କାର୍ତିକ ସାହୁ ଓ ସମ୍ପାଦକ ଗଣେଶ ସାହୁ ଓ ପୁରୀ ଜିଲ୍ଲା ସଭାପତି ଶାହୀଦ ଆଜାଦ ଅଲ୍ଲୀ ପ୍ରମୁଖ ନେତୃତ୍ୱ ନେଇଥିଲେ ଜେପର୍ଯ୍ୟନ୍ତ ସରକାର ଏହାର ସମାଧାନ ନ କରିଛନ୍ତି ଧାରଣା ଚାଲୁ ରହିଲା ବୋଲି ଶ୍ରୀ କାର୍ତକ ଚନ୍ଦ୍ର ସାହୁ ଘୋଷଣା କରିଥିଲେ











