ପୁଣି ଆଉ ଗୋଟିଏ ପାହାଡ ଧସିଲା

Spread the love

କନ୍ଧମାଳ : ଧସିଲା କଳିଙ୍ଗିଆ ଘାଟି ପଥର..ରାସ୍ତା ହେଲା ଠପ୍..ଯାତାୟତ ଠପ୍ ନିର୍ଦେଶ ଦେଲେ ଜିଲ୍ଲାପାଳ..

କନ୍ଧମାଳ କୁନା ଦିଗାଲ ଦର୍ଶନ ସମୀକ୍ଷା

ଜିଲ୍ଲା କଳିଙ୍ଗିଆ ଘାଟି ରେ ଭୁସ୍କଳନ ରେ ପଥର ଖସି ରାସ୍ତା ଅବରୋଧ ହେଇଥିବା ଦେଖିବାକୁ ମିଳିଛି l କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ମହୋଦୟ ଙ୍କ ନିର୍ଦେଶ କ୍ରମେ ଦୁଇଦିନିଆ ବ୍ରବଳ ରୁ ପ୍ରବଳ ବର୍ଷା କୁ ଆଖିଆଗରେ ରଖି ଦୁଇଦିନ ଯାତାୟତ ବନ୍ଦ ନିର୍ଦେଶ ଦେଇଥିଲେ l

କିନ୍ତୁ SRC ସୂଚନା ଅନୁଯାଇ ଦୁତୀୟ ଦିନରେ ପ୍ରବଳ ବର୍ଷା ହେବା ସତ୍ୱେ ବିରାଟ ବଡ଼ ପଥର ଖସି ରାସ୍ତା ଅବରୋଧ ହେଇଥିବାରୁ ଯାତାୟତ ସମ୍ପୂର୍ଣ୍ଣ ଠପ୍ ନିର୍ଦେଶ ଦେଲେ ଜିଲ୍ଲାପାଳ ମହୋଦୟ l