ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ଚାରିଆଡ଼ୁ ଛୁଟୁଛି ଭକ୍ତଙ୍କ ସୁଅ।

ମାଳତୀପାଟପୁରରେ ଭୟଙ୍କର ଟ୍ରାଫିକ୍ ଜାମ୍ l
ବଡ଼ ଭାଇ ସିଧା ଯାଇ ରଥେ ବିଜେ ହେଲେ l

ଭଉଣୀ ବି ଅଝଟ ହେଲେନି ହେଲେ ଏ ହଟିଆ ଠାକୁର କ’ଣ ସଅଳ ରଥରେ ଚଢ଼ିବେ…
- ସେବାୟତଙ୍କ ସଙ୍ଗେ ସାଙ୍ଗ ହୋଇ କେମିତି ନାଚି ନାଚି ଯାଉଛି ଦେଖ ନଟବର..
- ବ୍ରହ୍ମାଣ୍ଡ ଗୋସାଇଁ ହେଲେ କ’ଣ ହେଲା ସେ ପରା କ୍ରୀଡ଼ାପ୍ରିୟ ହଟିଆଠାକୁର l
ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ମାନବିକତାର ବଡ଼ ଚିତ୍ର।ବଡ଼ଦାଣ୍ଡରେ ଯେଉଠି ପାଦ ରଖିବାକୁ ଜାଗା ନାହିଁ, - ସେଭଳି ସ୍ଥିତିରେ ଏକ ଜରୁରୀକାଳୀନ ମେଡିକାଲ୍ ଇମରଜେନ୍ସି ପାଇଁ ତୁରନ୍ତ ପ୍ରସ୍ତୁତ କରାଯାଇଥିଲା ସ୍ପେଶାଲ୍ ‘ଗ୍ରୀନ୍ କରିଡର’ l
ପହଣ୍ଡି ଶେଷ; ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି lଧାଡ଼ି ପହଣ୍ଡିରେ ଆସି ହେଲେ ରଥାରୂଢ଼ପ୍ରଥମେ ବିରାଜିଲେ ଚକ୍ରରାଜ ସୁଦର୍ଶନସୁଦର୍ଶନଙ୍କ ପରେ ବିରାଜିଲେ ବଡ଼ ଠାକୁର ବଳଭଦ୍ରବଳଭଦ୍ରଙ୍କ ପରେ ଦେବୀ ସୁଭଦ୍ରା ହେଲେ ରଥାରୂଢ ଶେଷରେ ଝୁଲି ଝୁଲି ପହଣ୍ଡିରେ ଆସିଲେ କଳା ସାଆନ୍ତେ












Leave a Reply