ସଂସଦ ଦଖଲ // ଗାନ୍ଧୀବାଦୀ ସଂଗଠନ ନେତୃମଣ୍ଡଳୀ ଙ୍କ କକ୍ରୋଚ ଜନତା ପାର୍ଟିକୁ ସମର୍ଥନ,୨୦ ଜୁଲାଇ ସଂସଦ ଚାଲ କାର୍ଯ୍ୟକ୍ରମରେ ସାମିଲ ହେବ ସଂଗଠନ

Spread the love

ସୋନମ ୱାଙ୍ଗଚୁକ ଓ ଦୀପକେଙ୍କୁ ଭେଟିଲେ ଗାନ୍ଧୀବାଦୀ ସଂଗଠନ ନେତୃମଣ୍ଡଳୀ

କକ୍ରୋଚ ଜନତା ପାର୍ଟିକୁ ସମର୍ଥନ
୨୦ ଜୁଲାଇ ସଂସଦ ଚାଲ କାର୍ଯ୍ୟକ୍ରମରେ ସାମିଲ ହେବ ସଂଗଠନ
-ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ କୁମାର ପ୍ରଶାନ୍ତ, ସୁପ୍ରସିଦ୍ଧ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ରାଷ୍ଟ୍ରୀୟ ଯୁବ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ପ୍ରଶାନ୍ତ ନାଗୋସେ, ମଧ୍ୟପ୍ରଦେଶ ସଂଯୋଜକ ସଚିନ ତ୍ରିପାଠୀ, ପୂର୍ବତନ ରାଷ୍ଟ୍ରୀୟ ସଂଯୋଜକ ଡାକ୍ତର ବିଶ୍ୱଜିତ ଏବଂ ପ୍ରେରଣା ଦେଶାଇ, ଜାଗୃତି ରାହୀ ପ୍ରମୁଖ ଆନ୍ଦୋଳନକାରୀମାନଙ୍କୁ ଭେଟି ସେମାନଙ୍କ ସଂଘର୍ଷ ପ୍ରତି ଏକଜୁଟତା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *