ମାତ୍ର ୫୦ ବର୍ଷରେ ଆଜି ଦିନ (ନେତ୍ରୋସ୍ଛବ: ୧୯୨୮ ଜୁନ ୧୭)ରେ ପ୍ରଥମ ପ୍ରଦେଶ କଂଗ୍ରେସ ସଭାପତି ଗୋପବନ୍ଧୁ ଦାସଙ୍କ ଦେହାନ୍ତ ହୋଇଥିଲା!
•ଛାତ୍ର ଅବସ୍ଥାରେ ସତ୍ୟବାଦୀର ଭାର୍ଗବୀ ନଦୀ କୂଳେ ଅନ୍ୟ ୩ ଜଣଙ୍କ ସହ ବସି ଜନ୍ମ ଅବସ୍ଥାରେ ଦେଶ ଯାହା ଅଛି ମଲା ବେଳକୁ ଉନ୍ନତ ସ୍ଥିତିରେ ଛାଡ଼ିଯିବା ବୋଲି ସେମାନେ ଶପଥ ନେଇଥିଲେ
•୧୯୨୭ରେ ସେ ବଢ଼ି କମିଟି ଅଧ୍ୟକ୍ଷ ଭାବେ ₹୪୨ ହଜାର ଟଙ୍କା ଖାଇଗଲେ ବୋଲି ଭୁବନାନନ୍ଦ ଦାସ (Young Utkal)ରେ ଲେଖିଲେ। ଗୋପବନ୍ଧୁ ନୀଳକଣ୍ଠ ଦାସଙ୍କୁ କଟକ ଡକାଇ ଏକଥା କହି ଭୋ ଭୋ ହୋଇ କାନ୍ଦିଲେ
*ଆପଣ ଏବେ ବି ସତ୍ୟବାଦୀର ଗୋପବନ୍ଧୁଙ୍କ ଜନ୍ମସ୍ଥାନକୁ ଯାଆନ୍ତୁ, ଅନ୍ୟ ଅଞ୍ଚଳ ଭଳି ଏଠାରେ ଲୋକଙ୍କର ଆର୍ଥିକ ଉନ୍ନତି ହୋଇନାହିଁ👀
*କେବଳ ତିନି ବର୍ଷ ତଳେ ତାଙ୍କ ଛୋଟ ଭଙ୍ଗା ଘରକୁ ରୂପାନ୍ତର କରାଯାଇ ଏକ ଭଲ ପାର୍କ ଓ ବ୍ୟାଖ୍ୟାନ କେନ୍ଦ୍ର କାରାଯାଇଛି
[ଫଟୋ (ବାମରୁ): ଗୋପବନ୍ଧୁ, ନେହରୁ, ନୀଳକଣ୍ଠ]
-ଲକ୍ଷ୍ମୀନାରାୟଣ କାନୁନଗୋ












Leave a Reply