କନ୍ଧମାଳ : ହସୁଛି ବିସିପଡ଼ା ନଦୀ..କାନ୍ଦୁଛି ବିସିପଡ଼ା ଗାଁ..
କନ୍ଧମାଳ କୁନା ଦିଗାଲ (ଦର୍ଶନ ସମୀକ୍ଷା)
ଜିଲ୍ଲା ତଥା ସାରାରାଜ୍ୟ ରେ ଘୁର୍ଣ୍ଣିବାତ୍ୟା ହେଇଥିବା ବେଳେ କନ୍ଧମାଳ ଜିଲ୍ଲା ରେ ତାହା ଅନ୍ୟତମ l କନ୍ଧମାଳ ଜିଲ୍ଲା ଭୁଲବାଣୀ ବ୍ଲକ୍ ବିସିପଡ଼ା ଗ୍ରାମ କସାକାଠି ଛକ ନିକଟରେ ଥିବା ବିସିପଡ଼ା ନଦୀ ଦେଖିବାରେ ଅନ୍ୟତମ l ଏହି ବାତ୍ୟା ଆସନ୍ତା ତା :8/07/2026 ପର୍ଯ୍ୟନ୍ତ ରହିଥିବା ପାଣିପାଗ ବିଭାଗ ରୁ ସୂଚନା ମିଳିଛି l କାନ୍ଦୁଛି ବିସିପଡ଼ା ଗାଁ.. ହସୁଛି ବିସିପଡ଼ା ନଦୀ.. ଯାହା ଆପଣ ମାନେ ଏହି ନଦୀର ଦୃଶ୍ୟ ରୁ ଦେଖି ବୁଝିପାରୁଥିବେ l ଏହି ବାତ୍ୟା କୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ମହୋଦୟ ସମସ୍ତ ସରକାରୀ ବେସରକାରୀ ବିଦ୍ୟାଳୟ ଛୁଟି ଘୋଷଣା କରିଛନ୍ତି l କେଉଁଠି gach ପଡ଼ି ରାସ୍ତା ଅବରୋଧ ହେଇଛି ତ ଆଉ କୋଉଠି ଘର ଭାଙ୍ଗିଯାଇଛି l ଏଭଳି ଅବସ୍ତାରେ ଦେଖିବାକୁ ମିଳୁଛି ଆମ କନ୍ଧମାଳ l












Leave a Reply