NEP-2020 ଅନୁସାରେ NCERT ବହି ରୂପାନ୍ତର (adoptation) ବେଳେ ରାଜସ୍ଥାନୀ ଲୋକ ସଂଗୀତ- ‘ନିମ୍ବୁଡା…ନିମ୍ବୁଡା’ ହେଉ କି କାଶ୍ମୀର ଲୋକସଂଗୀତ- ‘ରିଂଦ ପାଶ ମାଲ’ ହେଉକୁ ଅଷ୍ଟମ ଶ୍ରେଣୀ- My World of Music (ମୋ ସଂଗୀତ ଜଗତ) ଅଧ୍ୟାୟରେ ଗ୍ରହଣ କରାଯାଇଛି।
ଅନ୍ୟ ରାଜ୍ୟରେ ଏଭଳି ହୋଇଛି, ମାତ୍ର ୫୫ ବହିରେ ଶହ ଶହ ଭୁଲ ବାହାରିବାରୁ ଏସବୁ କଥା ଏବେ ହେଡଲାଇନରେ 😀












Leave a Reply