‘SIRରେ ମୋ ନାଁ କଟିବା ପ୍ରସଙ୍ଗରେ ଖବରକାଗଜମାନଙ୍କର ସମ୍ପୂର୍ଣ୍ଣ ନୀରବତା ମୋର ସନ୍ଦେହକୁ ସତ୍ୟ ବୋଲି ପ୍ରମାଣ କରିଦେଇଛି। ବର୍ତ୍ତମାନ ମୋର ନିଜସ୍ୱ ଅନୁଭବ ମଧ୍ୟ ଏହାକୁ ଆହୁରି ଦୃଢ଼ କରିଛି ଯେ, କଥିତ ମୁଖ୍ୟଧାରାର ସାମ୍ବାଦିକତାର ମୋ ଜୀବନ ସହ ପ୍ରାୟ କୌଣସି ସମ୍ପର୍କ ନାହିଁ।
ଏବେ ମୁଁ କୌଣସି ଖବରକାଗଜକୁ ବସି ପଢ଼େ ନାହିଁ। କେବଳ କିଛି ଉପରେ ନଜର ପକାଏ, କିନ୍ତୁ ସେଥିରେ ମୋର ଆଗ୍ରହ ଜଗାଇବା ଭଳି କିଛି ମିଳେ ନାହିଁ।‘
-ଆର ରାଜଗୋପାଳ, ପୂର୍ବତନ ସମ୍ପାଦକ, The Telegraph (2016-2023)
*ରାଜଗୋପାଳ ଜଣେ ସାମ୍ବାଦିକ ଭାବେ କଂଗ୍ରେସର ମନମୋହନ ସିଂ ସରକାରକୁ ବି ସମାଲୋଚନା କରୁଥିଲେ, ମାତ୍ର ବିଜେପି ଓ ମୋଦିଙ୍କୁ କଠୋର ସମାଲୋଚନା କରୁଥିଲେ!
ଆର୍. ରାଜାଗୋପାଳ ୨୦୨୩ରେ ସମ୍ପାଦକ ପଦରୁ ଯିବା ପରେ ବି The Telegraph ମୋଦୀ ଓ ବିଜେପି ସରକାରର ସମାଲୋଚନା ଜାରି ରଖିଥିଲା।
ତାଙ୍କ ପରେ ଶଙ୍କରଶନ୍ ଠାକୁର (Sankarshan Thakur) The Telegraphର ଏଡିଟର୍ ଅଛନ୍ତି। ମମତା ବାନାର୍ଜୀ କ୍ଷମତାରୁ ଯିବା ପରେ ସ୍ୱର କିଛିଟା ନରମ ହୋଇଛି!
ABP Group (Ananda Bazar Patrika Group) — ଏହା ‘ସର୍କାର ପରିବାର’ର ମାଲିକାନାରେ ଅଛି।
ଏହି ଗ୍ରୁପ୍ ଅନେକ ଗଣମାଧ୍ୟମ (The Telegraph, Anandabazar Patrika, ABP Ananda ଆଦି) ଚଳାଉଛି।
The Telegraph ମୋଦୀ ବିରୋଧୀ ଲେଖା ଛାପୁଥିବାବେଳେ ସମାନ ଗ୍ରୁପର ABP TV ସରକାରଙ୍କୁ ବିଶେଷ ସମାଲୋଚନା କରେ ନାହିଁ!












Leave a Reply