୨୦୦୦ମସିହା // ବିଜେଡି ପାଖରେ ୧୪୭ ଆସନରେ ଲଢିବା ପାଇଁ ଅର୍ଥ ନଥିଲା।…ଯେଉଁ ଆସନ ଗୁଡିକ ବିଜେପି ନେବ ସେଥିପାଇଁ ସେମାନେ ଅର୍ଥ ଖର୍ଚ୍ଚ କରିବେ।ଏହା ବାହାରେ ବିଜେପି ଠାରୁ ଆଡଭାନୀଙ୍କ ଜରିଆରେ ଶହେ କୋଟି ଉଧାର ସୂତ୍ରରେ ଅଣାଯାଇଥିଲା।

Spread the love

କମ୍ୟୁନିଷ୍ଟ ଆଦର୍ଶ ଓ ଦଳ:

‘୨୦୦୦ ମସିହାରେ ବିଜେଡି-ବିଜେପି ମେଣ୍ଟ କାହିଁକି ହୋଇଥିଲା?
ତାର ସରଳ ଉତ୍ତର ଟି ଥିଲା ଯେ ବିଜେଡି ପାଖରେ ୧୪୭ ଆସନରେ ଲଢିବା ପାଇଁ ଅର୍ଥ ନଥିଲା।…ଯେଉଁ ଆସନ ଗୁଡିକ ବିଜେପି ନେବ ସେଥିପାଇଁ ସେମାନେ ଅର୍ଥ ଖର୍ଚ୍ଚ କରିବେ।ଏହା ବାହାରେ ବିଜେପି ଠାରୁ ଆଡଭାନୀଙ୍କ ଜରିଆରେ ଶହେ କୋଟି ଉଧାର ସୂତ୍ରରେ ଅଣାଯାଇଥିଲା।

ମାତ୍ର ୨୦୦୯ରେ ପ୍ୟାରୀ ମୋହନ ମହାପାତ୍ର ବିଜେପି ସହ ମେଣ୍ଟ ଭାଙ୍ଗିଲେ। କାରଣ ନଥିଲା ଯେ ସେ ହଠାତ ଜାଣିଲେ ଯେ ବିଜେପି ସାଂପ୍ରଦାୟିକ ଦଳ! ମେଣ୍ଟ ଭାଙ୍ଗିବାର ପ୍ରମୁଖ କାରଣ ଥିଲା ଯେ ଓଡ଼ିଶାକୁ ଯେଉଁ ଲୁଟ୍ ଚାଲିଛି, ତାର ଭାଗ ବଣ୍ଟୁଆରା ନହେଉ।

ମାତ୍ର ୯ ବର୍ଷର ମିଳିତ ଶାସନ ପରେ ବିଜେଡି ନିକଟରେ ଅର୍ଥିଭାବ ଆଉ ନଥିଲା।ତେଣୁ ସେମାନେ ସମସ୍ତ ଆସନରେ ଲଢିବା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ!- ଦେବ ପ୍ରସାଦ ପରିଜା

Leave a Reply

Your email address will not be published. Required fields are marked *