ଦୁର୍ନୀତି ସମ୍ପର୍କରେ ଋଗ ବେଦରେ ସଂକେତ ରହିଛି!
ଭାରତୀୟ ହିନ୍ଦୀ ସିନେମାରେ ବି ଦୁର୍ନୀତି ସହିବାର ଆଦତ କିଭଳି ବଦଳୁଛି ଦେଖାଯାଇଛି:
୧୯୫୭- ‘ମଦର ଇଣ୍ଡିଆ’- ଅପରାଧୀ ପୁଅକୁ ମା‘ ନିଜେ ସଜା ଦେଉଛି
୧୯୭୫- ‘ଦିୱାର’- କଳା ଟଙ୍କା କମାଉଥିବା ପୁଅ ଘରେ ରହିବାକୁ ମା‘ ମନା କରୁଛି
୨୦୧୦- ‘ଦବଙ୍ଗ’- ମା ଭ୍ରଷ୍ଟ ପୁଅର ଟଙ୍କାକୁ ଖୁସିରେ ରଖୁଛି
ଦୁର୍ନୀତି କମିବାର କିଛି ମଡେଲ ଅଛି?
-ଦିଲ୍ଲୀଠାରୁ ଛୋଟ ସିଙ୍ଗାପୁର ଦେଶ ଏକ ଉଦାହରଣ
-୧୯୫୯ରେ ବ୍ରିଟିଶଠାରୁ ସ୍ୱାଧୀନତା ପାଇବା ପୂର୍ବରୁ ସିଙ୍ଗାପୁରରେ ସବୁ ସ୍ତରରେ ଦୁର୍ନୀତି ଭରିଯାଇଥିଲା
-ଦୃଢ଼ ରାଜନୈତିକ ଇଛା ଶକ୍ତି ଦ୍ୱାରା ଆଜି ପୃଥିବୀର ୩ଟି ସ୍ୱଚ୍ଛ ଦେଶ ଭିତରେ ରହୁଛି
-ସ୍ୱାଧୀନତା ପରେ ସିଙ୍ଗାପୁରର ପ୍ରଥମ ପ୍ରଧାନମନ୍ତ୍ରୀ LKY (ଲି କୁଆନ ୟୁ) ପ୍ରଥମେ CPIB (Corrupt Practices Investigation Bureau) ଗଢ଼ିଲେ; ଦୁର୍ନୀତି ସନ୍ଦେହ ହେଲେ ମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ବି ଜେରା କରାଗଲା
-ଭାରତରେ ଆଇନ ଓ ଅନୁଷ୍ଠାନର ଅଭାବ ନାହିଁ, ପ୍ରଭାବଶାଳୀଙ୍କ କ୍ଷେତ୍ରରେ ଆଇନକୁ ଲାଗୁ କରାଯାଉନି
-ଯେଉଁ ଭାରତୀୟମାନେ ସିଙ୍ଗାପୁର ଓ ସାଉଦି ଆରବରେ ସଚୋଟତାର ସହ କାମ କରୁଛନ୍ତି, ସେମାନେ ଏଠାରେ କାହିଁ କରିପାରୁ ନାହାନ୍ତି?
-ଏହା ଲୋକଙ୍କ ଦୋଷ ନୁହେଁ, ତ୍ରୁଟିଯୁକ୍ତ ରାଜନୈତିକ ବ୍ୟବସ୍ଥାର ଦୋଷ
Corruption Perception Index (CPI):
•Singapore- Rank-3[Marks: 84/100]
•Saudi Arabia: Rank-45[Marks: 57/100]
•India: Rank-91[Marks: 39/100]
•Pakistan: Rank-136 [Marks: 28/100]
•Venezuela: Rank-182 [Marks: 10/100]
https://youtu.be/GQnlJm4i-Zg?si=09OtrOmEI2RIX65Q
















Leave a Reply