Spread the love

‘ପାକିସ୍ତାନ ଓ କତାରରେ ଆମେରିକା ଭଳି ପ୍ରେସ ସ୍ୱାଧୀନତା ନଥିବାରୁ ଆମେ ଆମେରିକା-ଇରାନ ଭିତରେ ୧୭ ତାରିଖରେ ୧୪-ଟି ବିନ୍ଦୁରେ ହୋଇଥିବା ପ୍ରାଥମିକ ଯୁଦ୍ଧବିରତି ଚୁକ୍ତି ପ୍ରଘଟ କରିନଥିଲୁ’- ଜେଡି ଭାନ୍ସ, ଆମେରିକା ଉପରାଷ୍ଟ୍ରପତି

•ପଶ୍ଚିମ ଏସିଆରେ ପୁଣି ଉତ୍ତେଜନା: ହର୍ମୁଜ ବନ୍ଦ କଲା ଇରାନ
•ଏସ୍ରାଏଲ ପୁଣି ହେଜବୁଲ୍ଲାଙ୍କୁ ଟାର୍ଗେଟ କରି ଲେବାନନରେ ଆକ୍ରମଣ କରିବାରୁ ୪୦ରୁ ଅଧିକ ମୃତ
•ପାକିସ୍ତାନ, କତାର ଇତ୍ୟାଦି ଦେଶଙ୍କ ସହାୟତାରେ ୬୦ ଦିନ ଭିତରେ ସ୍ୱିଜରଲାଣ୍ଡରେ ହେବାକୁ ଥିବା ପୂର୍ଣ୍ଣାଙ୍ଗ ଚୁକ୍ତି ସ୍ଥଗିତ

Subscribe: YouTube.com/@tathyaosatya

https://www.facebook.com/share/p/1FuCqCLxvb/?mibextid=wwXIfr

Leave a Reply

Your email address will not be published. Required fields are marked *