କନ୍ଧମାଳ : ଜିଲ୍ଲାପାଳ ଙ୍କ ବଦଳି ନିର୍ଦେଶ କୁ ବେଖାତ୍ରୀ କରି ନୂତନ ସ୍ତାନରେ ଜୈନ୍ କରୁନାହାନ୍ତି ତିନି ବି,ଏସ୍,ଏସ୍,ଓ…
କନ୍ଧମାଳ : କୁନା ଦିଗାଲ (ଦର୍ଶନ ସମୀକ୍ଷା)
ଜିଲ୍ଲା ଟୀକାବାଲି ବ୍ଲକ୍ ରେ ଥିବା ବି, ଏସ୍, ଏସ୍, ଓ ଆଲିଶା ବିସ୍ବଇ ଙ୍କର ଦବଙ୍ଗିରି କୁ ନେଇଁ କିଛି ଗଣମାଧ୍ୟକ ପ୍ରତିନିଧି ମାନେ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେ l ଉକ୍ତ ବିଷୟ କୁ ନେଇଁ କେନ୍ଦ୍ର କରି ତାଙ୍କୁ ପୋଲିସମେଣ୍ଟ ରେ ଦାରିଙ୍ଗିବାଡ଼ି ବ୍ଲକ୍ କୁ ଡେପୁଟେସନ୍ ଭାବେ ହେଇଥିବା ଚିଠି ନମ୍ବର :-1092/ 26/06/2026 ରିଖରୁ ଜିଲ୍ଲାପାଳ ମହୋଦୟ ବଦଳି ଛନ୍ତି l ସେହିପରି ଜି ଉଦୟଗିରି ବ୍ଲକ୍ ରୁ ତୁମ୍ବୁଡ଼ିବନ୍ଧ ବ୍ଲକ୍ ଏବଂ ରାଇକିଆ ର ଆସିଷ୍ଟାଣ୍ଟ ଜେ, ଏ ପୁର୍ନବାସୀ ଦାସ ଙ୍କୁ ଜି ଉଦୟଗିରି ବ୍ଲକ୍ କୁ ବଦଳି ହେଇଛି l କିନ୍ତୁ ତିନି ଜଣ ଦୁର୍ନୀତି କାରି କର୍ମଚାରୀ ମାନେ ଜିଲ୍ଲାପାଳ ଙ୍କ ନିର୍ଦେଶ କୁ ଅବମାନନା କରି ନୂତନ ସ୍ତାନ ରେ ଜୈନ ନ କରି ରାଜନୀତି କରୁଥିବା ଶୁଣିବାକୁ ମିଳୁଛି l ଦାରିଙ୍ଗିବାଡ଼ି ବ୍ଲକ୍ ରେ ଦୀର୍ଘ ଦଶ ବର୍ଷ ହେବ ବି ଏସ୍ ଏସ୍ ଓ ନ ଥିବାରୁ ଅଞ୍ଚଳର ଅନେକ ହିତାଧିକାରୀ ମାନେ ନାହିଁନ ଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଥିଲା l ଉକ୍ତ ବିଷୟ କୁ ନେଇଁ ଜିଲ୍ଲାପାଳ ମହୋଦୟ ଟିକାବାଲି ରେ ଉତୁପାତ ହେଉଥିବା ଆଲିଶା ବିଶ୍ଵଈ ଙ୍କୁ ଡେପୁଟେସନ ରେ ଦାରିଙ୍ଗିବାଡ଼ି ବଦଳି କରିଛନ୍ତି l ହେଲେ ଦୁର୍ନୀତି କାରି ତିନି କର୍ମଚାରୀ ନୂତନ ଜାଗାରେ ଜୈନ ନ କରି ରାଜନୀତି କରୁଥିବାରୁ ଜନ ସାଧାରଣ ବା ହିତାଧିକାରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ଆସୁଛି l ଏଭଳି କର୍ମଚାରୀ ମାନଙ୍କୁ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଜରୁରୀ ବଲି ବୁଦ୍ଧି ଯିବି ମାନେ ଆଲୋଚନା କରୁଛନ୍ତି l ଟୀକାବିଲି ଗୋଷ୍ଠୀ ଉନୟନ ଅଧିକାରୀ ମଧ୍ୟ ଜିଲ୍ଲାପାଳ ଙ୍କ ନିର୍ଦେଶ କୁ ଅଣଦେଖା କରି ରାଜନୀତି ନେତା ମନ୍ତ୍ରୀ ମାନଙ୍କ ଗୁଲାମ୍ ସାଜୁଥିବା ଚର୍ଚ୍ଚା ଜୋର ଧରିଛି l ଏହି ତିନି ଦୁର୍ନୀତି କାରି କର୍ମଚାରୀ ଜିଲ୍ଲାପାଳ ଙ୍କ ନିର୍ଦେଶ କୁ ଅଣଦେଖା କରି ଆଗାମୀ ଏକ ସପ୍ତାହ ଭିତରେ ଯଦି ଜୈନ ନ କରନ୍ତି ତେବେ ମାନ୍ୟବର ସାଂସଦ, ସ୍ଥାନୀୟ ବିଧାୟକ ଏବଂ ତିନି ଗୋଷ୍ଠୀ ଉନୟନ ଅଧିକାରୀ ଙ୍କ ବିରୁଦ୍ଧରେ ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ତିନି ବ୍ଲକ୍ ଘେରାଓ କରାଯିବ ଆଦିବାସୀ ନେତା ଙ୍କ ସମେତ ଜନ ସାଧାରଣ ଚେତାବନୀ ଦେଇଛନ୍ତି l












Leave a Reply