‘ମୋତେ ଲଦାଖ LG ଭି କେ ସକ୍ସେନା ରାଜଭବନ ଡାକି ଭଲ ବ୍ୟବହାର ଦେଖାଇଲେ,
ଆଉ କହିଲେ ସେ Cockroach Janata Partyଠାରୁ ଦୂରେଇ ରୁହନ୍ତୁ…ସେମାନେ ଦେଶ ବିରୋଧୀ।
ବୋଧେ ସେ ଭୁଲି ଯାଇଥିଲେ ସରକାର ମୋତେ ଦେଶଦ୍ରୋହୀ ସଜାଇ ୮ ମାସ ତଳେ ୬ ମାସ ଜେଲ ପଠାଇ ଦେଇଥିଲେ‘- ସୋନମ ୱାଙ୍ଗଚୁକ

Website: http://darshansamikhya.in
Leave a Reply