କନ୍ଧମାଳ : ମୃତ୍ୟୁ ତିନି ଗୃହରକ୍ଷୀ ଙ୍କ ପରିବାର ଙ୍କୁ ଗୃହରକ୍ଷୀ ୱେଲ୍ ଫର୍ ଫୋଣ୍ଡ ରୁ ଆର୍ଥିକ ସହାୟତା ପ୍ରଦାନ..
କନ୍ଧମାଳ କୁନା ଦିଗାଲ (ଦର୍ଶନ ସମୀକ୍ଷା)
ଜିଲ୍ଲା ରେ ଜ଼ିଲ୍ଲା ଗୃହରକ୍ଷୀ ୱେଲଫର ଫଣ୍ଡ ରୁ ତିନି ଲକ୍ଷ ଲେଖାଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି l ସେମାନେ ହେଲେ ନୁଆଗାଁ ଥାନା ର ଈସୁଦାସ୍ ନାୟକ ଙ୍କ ପରିବାର ସନ୍ତୋଷିନୀ ନାୟକ ଏବଂ ଚକାପାଦ ଥାନା ର ମହାଦେବ ମଲ୍ଲିକ ଙ୍କ ପରିବାର ଙ୍କୁ ଓ ଟିକାବାଲି ଥାନା ର ପ୍ରଜାପତି ପ୍ରଧାନ ଙ୍କ ଙ୍କ ପରିବାର ସେବତୀ ମଲ୍ଲିକ ଙ୍କୁ ତିନି ଲକ୍ଷ୍ୟ ଲେଖାଏଁ କନ୍ଧମାଳ ଜିଲ୍ଲା ଗୃହରକ୍ଷୀ ୱେଲ୍ ଫର୍ ଫୋଣ୍ଡ ତରଫରୁ ଜିଲ୍ଲା ଆରକ୍ଷକ ଅଧିକାରୀ ହରିଶ ବି ସି ଙ୍କ ଜରିଆରେ ପ୍ରଦାନ କରାଯାଇଛି l

ଓଡ଼ିଶା ରାଜ୍ୟରେ ଅନ୍ୟ କୌଣସି ଜିଲ୍ଲା ରେ ଏହି ସୁବିଧା ନ ଥିବା ବେଳେ କନ୍ଧମାଳ ଜିଲ୍ଲା ରେ ହିଁ ଆରମ୍ବ କରାଯାଇଛି l ଏହି ଅବସରରେ ସଭାପତି, ପ୍ରଭାତ କୁମାର ସାହାଣୀ, ଉପ ସଭାପତି, ବିରାଜ କୁମାର ପ୍ରଧାନ, କାର୍ଯ୍ୟକାରୀ ସଭାପତି, ଅକ୍ଷୟ କୁମାର ରାୟ, ସମ୍ପାଦକ, ସପନ କୁମାର ମିଶ୍ର, କୋଷାଧକ୍ଷ,ଏସ୍ କେ ରିହାଜୁଦ୍ଦିନ ଇତ୍ୟାଦି କର୍ମକର୍ତା ଙ୍କ ପାଇଁ ଜ଼ିଲ୍ଲା ର ସମସ୍ତ ଗୃହରକ୍ଷୀ ଙ୍କ ଦରମାରୁ ଗୋଟିଏ ଦିନ ଲେଖାଏଁ ଦରମା କଟାଯାଇ ଏହିପରି ଗୃହରକ୍ଷୀ ବିଭାଗରେ ଯେଉଁମାନେ ମୃତ୍ୟୁ ବରଣ କଲେ କିମ୍ବା ଅବସର ନେଲେ ତାଙ୍କୁ ତିନି ଲକ୍ଷ ଲେଖାଏଁ ଶ୍ରୀମାନ ଗୃହରକ୍ଷୀ ଦୁର୍ଗପତି ଜିଲ୍ଲା ଅରକ୍ଷିକ ଅଧିକାରୀ ହରିଶ ବି,ସି ଙ୍କ ଜରିଆରେ ପ୍ରଦାନ ପରାଯାଇଛି l












Leave a Reply