Spread the love

ବାଣୀବିହାର ଅଶୀର ତ୍ରୟମାସିକ ବୈଠକ

ଭୁବେନେଶ୍ୱର / ଦର୍ଶନ ସମୀକ୍ଷା

ଆଜି ମଧ୍ୟାହ୍ନରେ ବାଣୀବିହାର ଅଶୀ ସଂଗଠନର ତ୍ରୟ ମାସିକ ବୈଠକ କଟକ ପ୍ରତାପନଗରୀସ୍ଥିତ ମାଆ ଧାକୁଲେଇ ପୀଠରେ ସଂଗଠନର ସଭାପତି ପ୍ରତୀପ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ପଚାଶରୁ ଉର୍ଦ୍ଧ୍ୱ ସଭ୍ୟସଭ୍ୟା ଏଥିରେ ଯୋଗଦାନ କରି@ଥିଲେ ।

ଡିସେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ସଂଗଠନର ବାର୍ଷିକ ବୈଠକ ଆୟୋଜନ ଉପରେ ଏହି ବୈଠକରେ ବିଶଦ ଆଲୋଚନା କରାଯାଇଥିଲା । ସଂଗଠନର ସମ୍ପାଦକ ଆଶୁତୋଷ ଦାଶ, କୋଷାଧ୍ୟକ୍ଷ ପରେଶ ମହାନ୍ତି,
ଉପ କୋଷାଧ୍ୟକ୍ଷ ନରହରି ଶିଅଳ, ପତ୍ରିକା ସମ୍ପାଦକ ଅଜୟ ମିଶ୍ର, ବରିଷ୍ଠ ସଭ୍ୟ ସଭ୍ୟା ସୁକାନ୍ତ ମହାନ୍ତି, ନିହାରିକା ମିଶ୍ର, ମନୋରଞ୍ଜନ ଦାଶ, ସବିତା ସାମନ୍ତରାୟ, ସବିତା ମହାନ୍ତି, ମେନକା ମଲ୍ଲିକ, ନିର୍ମଳା ନାୟକ, ସଞ୍ଜୁ ପଣ୍ଡା, ପ୍ରତାପ ସାହୁ, ରମେଶ ନାୟକ, ଅଲେଖ ନନ୍ଦୀ, ପୂର୍ଣ୍ଣ ମିଶ୍ର, ପ୍ରଦ୍ୟୋତ ପ୍ରଧାନ, ଦୁର୍ଗା ଷଡ଼ଙ୍ଗୀ, ଦୁର୍ଗା ମଲ୍ଲ, ସମୀର ମିଶ୍ର, ଅରବିନ୍ଦ ଚୟନି, କଣ୍ଡୁରି ପୃଷ୍ଟି, ଅଶୋକ ପଣ୍ଡା, ଭଜହରି ନାୟକ , ରେଣୁବାଳା ପୃଷ୍ଟି, ବଟକୃଷ୍ଣ ସାମଲ, ଚୈତନ୍ୟ ରାଉତ, କ୍ଷମାକର ସ୍ୱାଇଁ, ବଟକୃଷ୍ଣ ସାମଲ, ଗୀତା ମହାପାତ୍ର, ସୁବଳ ରାଉତରାୟ, ଶିଶିର ପରିଡ଼ା ଓ ମହେଶ୍ୱର ରଥ ଏହି ବୈଠକରେ ଯୋଗ ଦେଇଥିଲେ ।