ସେତେବେଳେ ସେହି ଗିରଫଦାରୀକୁ ମୁଁ ନିନ୍ଦା କରିଥିଲି, ଆଜି ବି ଏହି ଗିରଫଦାରୀକୁ ନିନ୍ଦା କରୁଛି। ଜଣେ ଇଂଫ୍ଲୁଏନସର କାହା ସପକ୍ଷରେ କହିବ ତାକୁ ବନ୍ଦ କରାଯାଇପାରିବ ନାହିଁ‘- ନବୀନ ଦାସ, ବରିଷ୍ଠ ସାମ୍ବାଦିକ (ନିର୍ଭୟ)

Spread the love

‘ପୂର୍ବ ସରକାରରେ ପ୍ରଦୀପ ପ୍ରଧାନ, ଶ୍ରୀକାନ୍ତ ପାକଳ, ଅର୍ଧେନ୍ଦୁ ଦାସ, ଅଭିଜିତ ମିତ୍ରଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଗିରଫ କରାଯାଇଥିଲା। ମୁଁ ବର୍ତ୍ତି ଯାଇଛି।…
ଏବେ ସବ୍ୟସାଚୀ ଅମିତାଭଙ୍କ ଉଦେଶ୍ୟମୂଳକ ଗିରଫକୁ ମୁଁ ନିନ୍ଦା କରୁଛି। ଯାହା ହେଉ ପରେ ସବ୍ୟସାଚୀଙ୍କୁ ଛାଡ଼ି ଦିଆଯାଇଛି।

ସବ୍ୟସାଚୀ ଖରାପ ଲୋକଙ୍କୁ ଖରାପ ଭାଷା କହିବା ତର୍କ ବନ୍ଦ କରିବାକୁ ପରାମର୍ଶ ଦେବି।

ସେତେବେଳେ ସେହି ଗିରଫଦାରୀକୁ ମୁଁ ନିନ୍ଦା କରିଥିଲି, ଆଜି ବି ଏହି ଗିରଫଦାରୀକୁ ନିନ୍ଦା କରୁଛି। ଜଣେ ଇଂଫ୍ଲୁଏନସର କାହା ସପକ୍ଷରେ କହିବ ତାକୁ ବନ୍ଦ କରାଯାଇପାରିବ ନାହିଁ‘- ନବୀନ ଦାସ, ବରିଷ୍ଠ ସାମ୍ବାଦିକ (ନିର୍ଭୟ)

ବାକ ସ୍ୱାଧୀନତା ଓ କ୍ଷମତାର ଅପପ୍ରୟୋଗ

Leave a Reply

Your email address will not be published. Required fields are marked *