Spread the love


ତୁଷାରକାନ୍ତର ମୁଣି,
ନିଅନ୍ତୁ ସେଥିରୁ ଛାଣି –

“ମୂଳୁ ମାଇଲେ ଯିବ ସରି: ଦେବଙ୍କ ସଙ୍ଗେ କିମ୍ପା କଳି”

ଆମଦେଶ କଥା ଛାଡ଼ନ୍ତୁ, ମକ୍କାର ମସଜିଦତଳେ, ପ୍ୟାରିସର ଆଇଫଲ ଟାୱାରତଳେ ବି ହିନ୍ଦୁମନ୍ଦିର ଅଛି ଭଳି ଦାବି କରାଯାଉଥିବା ପରିପ୍ରେକ୍ଷୀରେ, ଜାତିସଂଘ ଦ୍ଵାରା ” ଏଲେନ ମସ୍କ ଅନ୍ତରୀକ୍ଷରେ ଯେଉଁ ହଜାର ହଜାର ସାଟେଲାଇଟ ଛାଡିଛନ୍ତି, ସେଗୁଡିକଦ୍ୱାରା ସମଗ୍ର ପୃଥିବୀର
ମାଟିତଳୁ ଯାଞ୍ଚ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ”ଭଳି ପ୍ରସ୍ତାବଟିଏ, ଜାତିସଂଘର ପୂର୍ବତନ ବରିଷ୍ଠ ଅଧିକାରୀ ତଥା ବର୍ତ୍ତମାନର ଆମ ସଂସଦରେ କଂଗ୍ରେସର ଲୋକସଭା ସଦସ୍ୟ ଶ୍ରୀ ଶଶି ଥରୁର
ସଂସଦରେ ପାରିତ କରେଇ , ତାହାକୁ ଜାତିସଂଘକୁ ପଠେଇ କାର୍ଯ୍ୟକାରୀ କରେଇଲେ , ମନ୍ଦିରଗୁଡିକପ୍ରତି ହୋଇଥିବା ଅନ୍ୟାୟର ସ୍ଥାୟୀ ସମାଧାନ
ହୋଇଯାଆନ୍ତା।

ଆଜି ” ତୁଷାରକାନ୍ତିର ମୁଣି” ଏଭଳି ଧାରଣାଟିଏ ମୋ ମୁଣ୍ଡରେ ପୁରେଇବାପରେ, “ଶ୍ରୀ ଥରୁରଙ୍କୁ ଏହି ପରାମର୍ଶ ଦେବି କି” ବାବଦରେ ଆପଣଙ୍କ ମତାମତକୁ ଅପେକ୍ଷା କରୁଛି।

           ନମସ୍କାର

Leave a Reply

Your email address will not be published. Required fields are marked *