ମୋତେ ବ୍ୟାଙ୍କଵାଲା କହିଲେ ଟଙ୍କା ଉଠାଇବାକୁ ଶଵର ଟିପ ଚି଼ହ୍ନ ଦରକାର। ମୁଁ ମଦ ପିଇ ନଥିଲି। ଭିକ ମାଗି ଚଳେ। ଆଉ ଭିକ ମାଗିବିନି।
ମୋତେ ମିଳିଥିବା ₹୧୦ ଲକ୍ଷ ଟଙ୍କା କଥା ସରପଞ୍ଚ ବୁଝିବ । ମୁଁ ତାକୁ ₹୨୦ ହଜାର ଟଙ୍କା ଦେଇଛି।’- ଜିତୁ ମୁଣ୍ଡା
ଧନୀ ଲୋକେ consultant ରଖୁଛନ୍ତି, ଆବଶ୍ୟକ ଥାଉ କି ନଥାଉ; ସରପଞ୍ଚ ଜଣେ ଗରିବ ଲୋକର ପରାମର୍ଶଦାତା ବୋଲି ଧରିନେଲେ, ବୁଢ଼ା ଶ୍ରଦ୍ଧାରେ ତାର ପ୍ରାପ୍ୟ ଦେଇଛି ବୋଲି ଧରି ନେଇହେବ
ଯେଉଁ ମିଡିଆ ଶହ ଶହ ଜିତୁ ମୁଣ୍ଡାଙ୍କ ସମସ୍ୟା ଦେଖାନ୍ତି ନାହିଁ, ଏବେ ରିଲ/ଭିୟୁ ଚକ୍କରରେ ତା‘ ଗାଁରେ ପହଂଚିଗଲେଣି!
ଦେଖାଯାଉ, ନ୍ୟୁୟର୍କ ଟାଇମ୍ସ, ବିବିସି କେବେ ସେ ଗାଁକୁ ଆସିବେ? କେତେ ଜିତୁ ମୁଣ୍ଡାଙ୍କୁ ଖୋଜିବେ!












Leave a Reply