ସୁକିନ୍ଦା // ଶ୍ରମିକ ଶୋଷଣ ବନ୍ଦ କର ,ଶହ ୮ ଶହ ଟଙ୍କା ସର୍ବ ନିମ୍ନ ମଜୁରୀ ଓ ମାସିକ ୨୬ ହଜ଼ାର ଦରମା ସହିତ ରାଜ୍ୟରେ କାର୍ଯ୍ୟରତ ସମସ୍ତ ଆଓଟ ସୌରସିଂ କର୍ମଚାରୀ ମାନଙ୍କୁ ସ୍ଥାୟୀ କର

Spread the love

ମାନପୁର ଠାରେ ୟୁନିଅନ ପକ୍ଷରୁ ଶ୍ରମିକସମାବେଶ ———– ଦାନଗଦି ଆଜି ତା ୧, ୫, ୨୦୨୬ ରିଖ (ଦର୍ଶନ ସମୀକ୍ଷା)

ସୁକିନ୍ଦା ରୋଡ ରେଳଷ୍ଟେସନ ଠାରେ ସୁକିନ୍ଦା ମେନେରାଲସ ଲୋଡିଙ୍ଗ ଏଣ୍ଡ ଅ ନଲୋଡିଂ ଲେବର ୟୁନିଅନ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସରେ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା।

Oplus_131072

ୟୁନିଅନ ର ସଭାପତି ବିଦ୍ୟାଧର ମହାନ୍ତି ଙ୍କ ଅଧକ୍ଷତା ରେ ଏହି ସଭାରେ ଆବାସିକ ସମ୍ପାଦକ ଲଷ୍ମୀଧର ପାତ୍ର ଅଣସଗଠିତ ଶ୍ରମିକ ମାନଙ୍କୁ ସାମାଜିକ ସୁରକ୍ଷା ଦେବାରେ ଅବହେଳା କୁ ଦୃଢ଼ ନିନ୍ଦା କରିବା ସହିତ ସି ମେଣ୍ଟ କାରଖାନାକୁ ଆସୁଥିବା ବିଷାକ୍ତ କିଙ୍କର ପାଉଡର ପରିବହନ ବନ୍ଦ ନକଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ ଯାହା ଏହା ସମଗ୍ର ଅଞ୍ଚଳକୁ ବିଷାକ୍ତ କରୁଛି ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ଅଭିମନ୍ୟୁ ପାତ୍ର କଳିଙ୍ଗନଗର ର ଶ୍ରମିକ ନେତା ଭବାନୀ ଶଙ୍କର ଦେଓ, ଜଗନ ମଳିକ, ସୁରପାତ୍ର ଓ ଉପସଭାପତି ମୂନେଶ୍ୱର ନାୟକ ପ୍ରମୁଖ ମଇ ଦିବସ ର ତାତ୍ପର୍ଯ୍ୟ ଓ କେନ୍ଦ୍ରସରକାର ୪୪ ଗୋଟି ଶ୍ରମ ଆଇନ କୁ ପରିବର୍ତ୍ତନ କରି ୪ ଗୋଟି ଶ୍ରମ କୋଡ଼ ଶ୍ରମିକ ଶୋଷଣ ର ପ୍ରକ୍ରିୟା ବୋଲି ବିରୋଧ କରିବା ଶହ ୮ ଶହ ଟଙ୍କା ସର୍ବ ନିମ୍ନ ମଜୁରୀ ଓ ମାସିକ ୨୬ ହଜ଼ାର ଦରମା ସହିତ ରାଜ୍ୟରେ କାର୍ଯ୍ୟରତ ସମସ୍ତ ଆଓଟ ସୌରସିଂ କର୍ମଚାରୀ ମାନଙ୍କୁ ସ୍ଥାୟୀ ଦାବିକରିଥିଲେ। ଶେଷରେ ବିଦ୍ୟାଧର ଯେନା ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ

Leave a Reply

Your email address will not be published. Required fields are marked *