Spread the love

ଆଙ୍ଗୁଠିରେ ଲୁତି ରହିଛି ଅନେକ ରୋଗର ଚିକିତ୍ସା
ଅଙ୍ଗୁଠା –
ଏହା ଫୁସଫୁସ୍ ସହିତ ଜଡିତ । ହୃଦସ୍ପନ୍ଦନ ବଢିଲେ ହାଲୁକା ଭାବରେ ଅଙ୍ଗୁଠା ମାଲିସ୍ କରନ୍ତୁ ।
ତର୍ଜନୀ –
ଏହା ଅନ୍ତନଳୀ ସହିତ ଜଡିତ । ପେଟ ବ୍ୟଥା ହେଲେ ଏହି ଆଙ୍ଗୁଠିକୁ ହାଲୁକା ଭାବରେ ଘଷନ୍ତୁ, ଯନ୍ତ୍ରଣାରୁ ମୁକ୍ତି ମିଳିବ ।
ମଝି ଆଙ୍ଗୁଠି –

ଏହା ରକ୍ତ ସଞ୍ଚାଳନ ସହିତ ଜଡିତ । ଚକ୍କର କିମ୍ବା ଅସ୍ଥିରତା ଅନୁଭବ କଲେ ଏହି ଆଙ୍ଗୁଠିରେ ମାଲିସ୍ କଲେ ଆରାମ ମିଳିବ ।
ଅନାମିକା –
ଏହା ମନୋଭାବ ସହିତ ଜଡିତ । ମନ ଖରାପ ଥିଲେ ଶାନ୍ତି ପାଇବା ପାଇଁ ଆଙ୍ଗୁଠିକୁ ମାଲିସ୍ କରନ୍ତୁ, ମୁଡ଼୍ ଭଲ ହେବ ।
କନିଷ୍ଠ ଆଙ୍ଗୁଠି – ଏହା କିଡ୍‌ନୀ ଏବଂ ମୁଣ୍ଡ ସହିତ ଜଡିତ । ଏହି ଆଙ୍ଗୁଠିର ମାଲିସ୍ କଲେ ମୁଣ୍ଡବିନ୍ଧା ଦୂର ହୁଏ ଏବଂ କିଡ୍‌ନୀ ସୁସ୍ଥ ରହେ |

Leave a Reply

Your email address will not be published. Required fields are marked *