Spread the love

ହାରିଗଲେ ମଣିଷ କେବେ ବି ଦୁର୍ବଳତା ହୋଇ ନ ଥାଏ ।ଦୁର୍ବଳତା ତ ସେତେବେଳେ ହୋଇଥାଏ ଯେତେବେଳେ ସେ ଚେଷ୍ଟା ହିଁ କରି ନ ଥାଏ ।

ସମୟ ଆଜି ଏଭଳି ଗୋଟିଏ ସ୍ଥିତିରେ ପହଞ୍ଚି ଯାଇଛି ଯେ ଏଠି ମଣିଷର ମୁହଁ ଚିହ୍ନିବା ସହଜ କିନ୍ତୁ ମନ ଆଉ ଉଦ୍ଦେଶ୍ୟ ଚିହ୍ନିବା ଅତ୍ୟନ୍ତ କଷ୍ଟକର।

ହଠାତ୍ ବିପଦର ସମ୍ମୁଖୀନ ହେଲେ ହଡବଡେଇ ନଯାଇ ଧୈର୍ଯ୍ୟର ସହିତ ତାର ମୁକାବିଲା ପାଇଁ ଅଂଟା ଭିଡିବା ଦରକାର।

ଅଧିକାର, ସ୍ୱଳ୍ପ ସମ୍ପତ୍ତି, ଗର୍ଭ, ଶ୍ୱାନ, ମୈଥୁନ – ଏସବୁ ଆଦ୍ୟରେ ସୁଖ ଜନକ ଓ ପରେ ଦୁଃଖ ଜନକ ହୋଇଥାଏ।

       .    

.

Related Post

Leave a Reply

Your email address will not be published. Required fields are marked *

You Missed