ଜଣେ ମନ୍ତ୍ରୀ କହିବା ଦରକାର ଦଳ ଦେଉଥିବା ଦରମାରେ ମୁଁ ଚଳୁନି!
ଜଣେ ମିଡିଆ ମାଲିକ କହିବା ଦରକାର, ମୁଁ ଦଳରୁ ଟଙ୍କା ପାଇ ଚାନେଲ ଚଳାଉନି!
ଜଣେ ସାମ୍ବାଦିକ ବି କହିବା ଦରକାର ମୁଁ କେଉଁ ଦଳରୁ ଦରମା ପାଉନି!
ଭାରତୀୟ ଗଣମାଧ୍ୟମର ବାର୍ଷିକ ଦରମା
ଅଞ୍ଜନା ଓମ୍ କଶ୍ୟପ – ୩୪ ଲକ୍ଷ
ରୁବିକା ଲିୟାକତ – ୪୦ ଲକ୍ଷ
ଚିତ୍ରା ତ୍ରିପାଠୀ – ୨୨ ଲକ୍ଷ
ଶ୍ୱେତା ସିଂହ – ୨୪ ଲକ୍ଷ
ନବିକା କୁମାର – ୨୩ ଲକ୍ଷ
ରଜତ ଶର୍ମା – ୪୦ ଲକ୍ଷ
ପାଲକି ଶର୍ମା – ୧୮ ଲକ୍ଷ
ସୁଧୀର ଚୌଧୁରୀ – ୧.୨୫ କୋଟି
ଅର୍ଣ୍ଣବ ଗୋସ୍ୱାମୀ – ୧.୨୫ କୋଟି
ରାହୁଲ କନୱଲ – ୫୦ ଲକ୍ଷ
ତଥାକଥିତ ଚାଟୁକାରିତା ସାମ୍ବାଦିକତା ପାଇଁ ବାର୍ଷିକ କୋଟି କୋଟି ଟଙ୍କା ପାଉଛନ୍ତି
୦% ବିଶ୍ୱସନୀୟତା
୧୦୦% ଦଲାଲି
ଜନସାଧାରଣଙ୍କ ପାଇଁ ସରକାରଙ୍କୁ ଗୋଟିଏ ବି ପ୍ରଶ୍ନ ପଚାରିବାକୁ ସେମାନଙ୍କର ସାହସ ନାହିଁ।
ହିନ୍ଦୁ-ମୁସଲମାନ ପ୍ରସଙ୍ଗ ବ୍ୟତୀତ ଦେଶ ପାଇଁ ସେମାନଙ୍କ ପାଖରେ କିଛି ନାହିଁ।
ପ୍ରକୃତରେ ଆମେ ସେମାନଙ୍କୁ କେଉଁଥିପାଇଁ ଗୁରୁତ୍ବ ଦେଉଛୁ?











Leave a Reply