ଶ୍ରୀଧର ଭେମ୍ବୁ //ଶ୍ରୀଧର ଭେମ୍ବୁଙ୍କ Zoho ସଫ୍ଟୱେର କମ୍ପାନୀ!ତାମିଲନାଡୁର ଗାଁରେ ଚାଲେ।ଆମେରିକା, ଜାପାନ, ୟୁରୋପରେ ତାଙ୍କର ଅନେକ ବଡ଼, ଛୋଟ ଗ୍ରାହକ ଅଛନ୍ତି!ବିନା ଋଣରେ ₹୭ ହଜାର କୋଟିର କମ୍ପାନୀ, ୧୧,୦୦୦ କର୍ମଚାରୀ, ଏପଟେ ଶଙ୍ଖ ଭବନ ପ୍ରାୟ ₹୬୦ କୋଟିରେ ତିଆରି ହୋଇଥିଲା! ଏବେ ₹୮୦ କୋଟିରେ ହେବ ପଦ୍ମଭବନ! କିନ୍ତୁ କର୍ମଚାରୀ ଙ୍କ ସ୍ତାଈ ପ୍ରାୟ ନାହିଁ କହିଲେ ଚଳେ

Spread the love

ଶ୍ରୀଧର ଭେମ୍ବୁଙ୍କ Zoho ସଫ୍ଟୱେର କମ୍ପାନୀ!
ତାମିଲନାଡୁର ଗାଁରେ ଚାଲେ।

Oplus_131072

ଆମେରିକା, ଜାପାନ, ୟୁରୋପରେ ତାଙ୍କର ଅନେକ ବଡ଼, ଛୋଟ ଗ୍ରାହକ ଅଛନ୍ତି!

Oplus_131072

ବିନା ଋଣରେ ₹୭ ହଜାର କୋଟିର କମ୍ପାନୀ, ୧୧,୦୦୦ କର୍ମଚାରୀ, ବଡ଼ କମ୍ପାନୀରେ କର୍ମଚାରୀ ଛାଡ଼ିବା ହାର

Oplus_131072

(attrition rate) ବର୍ଷକୁ ୨୦% ରହିଥିବା ବେଳେ ତାଙ୍କର ୧୦% ରୁହେ!
ଶଙ୍ଖ ଭବନ ପ୍ରାୟ ₹୬୦ କୋଟିରେ ତିଆରି ହୋଇଥିଲା! ଏବେ ₹୮୦ କୋଟିରେ ହେବ ପଦ୍ମଭବନ!

Leave a Reply

Your email address will not be published. Required fields are marked *