ସନା ମହାସଭା // ଯିଏ ବିଜୁ ବାବୁ ଙ୍କୁ ଚିତା କାଟିଥିଲେ ତାଙ୍କ ଦୁଇ ପୁଅ ନବୀନ ଆଉ ପ୍ରେମ ବୁଦ୍ଧୀ ଶିଖେଇଲେ ଆମ ଓଡିଆ ମାନଙ୍କୁ, ସେ ଓଡିଆ ଜାଣନ୍ତି କଟକ ରେ ଓଡ଼ିଆ ସ୍କୁଲ ରେ ପ୍ରଥମ ରୁ ସପ୍ତମ ପର୍ୟ୍ୟନ୍ତ ପଢ଼ିଥିଲେ ମଉକା ତାଙ୍କୁ ମିଳିଲା (ପାଣ୍ଡୁ) ପାଣ୍ଡିଆନ ଆଣି ଠିଆ କରେଇ ପାଞ୍ଚ ବର୍ଷ ରେ ଯାହା କଲେ ଆମେ କାବା- ମିଟୁ ମିଥୁନ ପ୍ରସିଦ୍ଧ ଅଭିନେତା

Spread the love

ଯିଏ ବିଜୁ ବାବୁ ଙ୍କୁ ଚିତା କାଟିଥିଲେ ତାଙ୍କ ଦୁଇ ପୁଅ ନବୀନ ଆଉ ପ୍ରେମ ବୁଦ୍ଧୀ ଶିଖେଇଲେ ଆମ ଓଡିଆ ମାନଙ୍କୁ
ଫୁଲ ନଖରା : ଦର୍ଶନ ସମୀକ୍ଷା

ବିଜୁ ବାବୁ ଓଡିଆ ଓଡିଆ ହେଇ ସର୍ବସାନ୍ତ୍ ହେଇ ବି ଓଡ଼ିଶା ଛାଡ଼ି ନଥିଲେ ତେଣିକି ସେ ପାରାଦୀପ ଠାରୁ ଦୈତାରି ପର୍ୟ୍ୟନ୍ତ ହେଉ କିମ୍ବା ଚୌଦ୍ଵାର ଥରୁ ଗଂଜାମ ପର୍ଯ୍ୟନ୍ତ
ଓଡ଼ିଶା ପାଇଁ ସେ ଯାହା କରି ଥିଲେ ସେମିତି କେହି ନେତା ଆଜି ପର୍ୟ୍ୟନ୍ତ ନାହାଁନ୍ତି 24 ବର୍ଷ ତଳେ ଯେତେବେଳ ନବୀନ ଆସି ମୂଖ୍ୟମନ୍ତ୍ରୀ ହେଲେ ସେ ଜାଣି ସୁଣି ଓଡ଼ିଆ କହିଲେନି ତାଙ୍କ ବଡ ଭାଇ କହିଥିଲେ ଖାଲି ABCD କହିବାକୁ
ଯେତେବେଳ ତାଙ୍କ ବାପା ବିଜୁ ବାବୁ ତାଙ୍କୁ ଆମ କଟକ ରେ ଓଡିଆ ସ୍କୁଲରେ ପ୍ରଥମ ଠାରୁ ସପ୍ତମ ପର୍ୟ୍ୟନ୍ତ ଓଡିଆ ପଢେଇଥିଲେ
ସେ ପୁରା ଓଡିଆ ଜାଣନ୍ତି କିନ୍ତି ଆମ ଓଡିଆ ଙ୍କୁ ବୁଦ୍ଧି ସିଖେଇବା ପାଇଁ ଏତେ ନାଟକ କରିଥିଲେ
ମଉକା ତାଙ୍କୁ ମିଳିଲା (ପାଣ୍ଡୁ) ପାଣ୍ଡିଆନ ଆଣି ଠିଆ କରେଇ ପାଞ୍ଚ ବର୍ଷ ରେ ଯାହା କଲେ ଆମେ କାବା
ପାଣ୍ଡୁ ଯାହା କରିଚନ୍ତି ଆମେ ସମସ୍ତେ ଦେଖିଲେ ଆଶ୍ଚର୍ୟ୍ଯ ଲାଗୁଛି
ପାଣ୍ଡୁ ପାଞ୍ଚ ବର୍ଷ ରାତି ଗୋଟାଏ ରେ ଟିକିଏ ଘୁମେଇ ପଡ଼ି ରାତି ତିନିଟା ରେ ଉଠି ଦୌଡିଲେ ଆମ ଉନ୍ନତି ପାଇଁ
ତେଣୁ ତାଙ୍କ କାମ ଗୁଡିକ ଈତିହାସ ହେଇ ରହିଯାଇଛି
ଆଜି ଯେଉଁ ସରକାର ଅଛି କେବଳ ଓଡିଆ ଗରୀବ ଙ୍କୁ ମାରିବାକୁ, ଗ୍ୟାସ ମିଳୁନି ଯେଉଁଠି ମିଳୁଛି ଏତେ ଚଢ଼ା ଦର ରେ ଜେ ହୋଟେଲ ଚା ଦୋକାନ ବି ବନ୍ଦ ହେଲାଣି ସରକାର କରୁଛି କଣ
ଆମ ସନା ମହାସଭା ନିଷ୍ପତି ନେଇଛୁ ସରକାର ଙ୍କୁ ଚେତେଈବୁ
ଆମ ଲୋକ ସବୁ ପଞ୍ଚାୟତ ରେ ରହିଗଲେଣି, ଆମ ଠିକଣା ଫୁଲ ନଖରା ଯିଏ ଆମ ସାଙ୍ଗରେ ମିଶିବାକୁ ଚାହିଁବ ଆସି ମିଶି ପାରିବ
କୁଞ୍ଚୁନ କୁଚୁଁନ ପୋ,,,
ମିଟୁ ମିଥୁନ

Leave a Reply

Your email address will not be published. Required fields are marked *