Spread the love

ବିଶେଷ ସୂତ୍ରରୁ //ସୂତ୍ର ଅନୁସାରେ, କମିଶନରେଟ ପୁଲିସର ଯବାନ ତ୍ରିଲୋଚନ ରାଉତରାୟ(ସିପାହୀ-୩୭୬), ଦୀପ ପ୍ରଧାନ(ସିପାହୀ-୫୪୦), ବିଜନ ନାୟକ(ସିପାହୀ-୬୦୦, ଜେ ନାୟକ(ସିପାହୀ-୫୪୫)ଙ୍କୁ ଏବେବି ଅସିତଙ୍କ ସୁରକ୍ଷାରେ ମୁତୟନ କରାଯାଉଛି ।ତେବେ ଏହି ଯବାନମାନଙ୍କୁ କାହା ନିର୍ଦ୍ଦେଶରେ ପାଣ୍ଡିଆନ ଓ ଅସିତଙ୍କ ସୁରକ୍ଷାରେ ମୁତୟନ କରାଯାଉଛି, ତାହା ଜଣାପଡ଼ିନି । ପାଣ୍ଡିଆନ ଓ ଅସିତଙ୍କୁ ନିଜ ପସନ୍ଦର ପିଏସଓ ଯୋଗାଇ ଦେବା ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ(ଗୃହ ବିଭାଗ ଦାୟିତ୍ୱ)ଙ୍କ ଜାଣତରେ ହୋଇଛି.ମୁଖ୍ୟମନ୍ତ୍ରୀ ଉପରୁ ନିର୍ଦେଶ ଆସିଛି ବୋଲି କେହି କେହି କୁହନ୍ତି.. କିନ୍ତୁ ମୁଖ୍ୟମନ୍ତ୍ରୀ ଙ୍କୁ ବିବାଦୀୟ କରିବା ଓ ପାଣ୍ଡିଆନଙ୍କୁ ଖୁସି କରିବାକୁ ହୁଏତ ଅନୁମାନ କରାଯାଉଛି ଯଦି ପ୍ରଶାସନ ନିଜଆଡ଼ୁ ଏପରି କରିଛି ତାହେଲେ ଜାଣିବାକୁ ପଡିବ କେନ୍ଦ୍ର ର ସମର୍ଥନ ରହୁଛି.. ବୋଲି ବର୍ତମାନ ଗୋଟିଏ ରାଜନୀତି ଦଳର ନେତାମାନେ ନୀରବତା ଅଵଲମ୍ବନ କରିବା ସ୍ୱାଭାବିକ ବୋଲି ଉକ୍ତ ନେତାଙ୍କ ପାଖ ଲୋକ କୁହନ୍ତି. ମିଡ଼ିଆ ରେ ପାଣ୍ଡିଆନ ଙ୍କ ଚର୍ଚ୍ଚା ବନ୍ଦ ହେଇଯିବା ଉପରେ.. ଆଗାମୀ ଦିନରେ ପାଣ୍ଡିଆନ ହିଁ ଓଡିଶା ର ମୁଖ୍ୟ ବୋଲି ଧରିନିଆଜିବ କୁହା କହି ହେଲେଣି.. ଏହାକୁ ନେଇ ପାୱାର କରିଡରରେ ବର୍ତମାନ ଚର୍ଚ୍ଚା ଜୋର ଧରିଲାଣି..

Leave a Reply

Your email address will not be published. Required fields are marked *