୧୯୨୮:
କଲିକତାରୁ ଆସି ଅଣଖିଆ ଗାଁ (ଜଗତସିଂହପୁର)ରେ ପହଁଚିଥିବା ମାଳତୀ ସେନ (ଚୌଧୁରୀ)ଙ୍କୁ ନଈରେ ଲୁଗା ଚିପୁଡା ଆସୁନଥାଏ।
ନବକୃଷ୍ଣ ମାଳତୀଙ୍କୁ ଲୁଗା ଚିପୁଡ଼ାଇ ଶୁଖାଇବାରେ ସାହାଯ୍ୟ କରିବା ଗାଁ ସ୍ତ୍ରୀ ଲୋକଙ୍କୁ ଠିକ ଲାଗୁନଥାଏ।
ମାଳତୀ ଦେବୀ କଟକ ଆସିଲେ ନବକୃଷ୍ଣଙ୍କ ମା’ ତାଂକୁ ଆକଟ କରି କୁହନ୍ତି- ତୁ ଆଉ ଯାହା କରୁଛୁ କର, ମୋ’ ପୁଅକୁ ତୋ ଲୁଗା ଧୁଆନା ।
ଏବେ:
•ଯେଉଁ ପୁଅ ରୋଷେଇ ଜାଣିନି ତାକୁ ଝିଅ ଦିଅନି- ଡ଼ ସୁଧାଂଶୁ ଷଡ଼ଙ୍ଗୀ, IPS











Leave a Reply