Spread the love

ସାମ୍ୱାଦିକଂକ ମାତୃ ବିୟୋଗ, ବିଭିନ୍ନ ମହଲରେ ଶୋକ
ପାରଳାଖେମୁଣ୍ଡି, 23/4(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା

ବରିଷ୍ଠ ସାମ୍ୱାଦିକ ବିବେକାନନ୍ଦ ବେହେରାଙ୍କ ମାତା ପ୍ରତିମା ବେହେରାଙ୍କ ଦୋଳବନ୍ଧସ୍ଥିତ ନିଜ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା।ତାଙ୍କର ଅକାଳ ବିୟୋଗରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ, ପୂର୍ବତନ ବିଧାୟକ କେ ନାରାୟଣ ରାଓ, ପାରଳା ପୌର ପରିଷଦର ଅଧକ୍ଷା ନିର୍ମଳା ସେଠୀ, ଜିଲ୍ଲା ପରିଷଦର ଅଧ୍ଯକ୍ଷ ଗାବରା ତିରୁପତି ରାଓ, ରାମଚନ୍ଦ୍ର ପାଢୀ,ଜିଲ୍ଲା ସାମ୍ୱାଦିକ ଗରୁଡଧ୍ଵଜ ଚୌଧୁରୀ, ପ୍ରଦୀପ ନାଏକ, ତାରିଣୀ ପ୍ରସାଦ ପଣ୍ଡା, ଭାଗବତ ପାଢୀ, ବାଳକୃଷ୍ଣ ପାଣିଗ୍ରାହୀ, ଦ୍ୱିଜେନ୍ଦ୍ରନାଥ ପାଢୀ, ବିଧାନ ଚୌଧୁରୀ, ସୁଜିତ ବିଶୋୟୀ, ସୁଜିତ ପ୍ରଧାନ, ଗଣେଶ କୁମାର ରାଜୁ, ଆଦର୍ଶ ଦାସ, କୃଷ୍ଣ କୁମାର ବେହେରା, ସରୋଜ ବୀର,ଅମିତ ପଟ୍ଟନାୟକ, ହେମନ୍ତ ପ୍ରଧାନ, ବସନ୍ତ ପଣ୍ଡା,ଶିବାଜୀ ପଟ୍ଟନାୟକ, ଦିଲିପ ଶତପଥୀ, ସନ୍ତୋଷ ପଟ୍ଟନାୟକ, ସଂଜୟ ଜେନା, ଶେଖର ତଥା ଅନ୍ୟାନ୍ୟ ସାମ୍ୱାଦିକ ଗଣଂକ ସହ ବିଭିନ୍ନ ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତାଗଣ ସ୍ୱର୍ଗତ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାସହ ପରିବାର ବର୍ଗଂକୁ ସମବେଦନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *