Spread the love

ନିର୍ବନ୍ଧ ପରେ ଯୁବତୀଙ୍କୁ ହତ୍ୟା ଘଟଣାର ପର୍ଦାଫାଶ। ଜାମସେଦପୁରରୁ ଗିରଫ ହେଲା ହତ୍ୟାକାରୀ ପ୍ରେମିକ।

ଜଗତସିଂହପୁର : ଦର୍ଶନ ସମୀକ୍ଷା

କାଠିଆପଡା ଗାଁର ବହୁ ଚର୍ଚ୍ଚିତ ସସ୍ମିତା ଦାସ ହତ୍ୟାକାଣ୍ଡ ଘଟଣାରେ ପ୍ରେମିକକୁ ଗିରଫ କରିବାରେ ସକ୍ଷମ ହୋଇଛି ଜଗତସିଂହପୁର ପୋଲିସ।ପଡ଼ୋଶୀ ଝାଡ଼ଖଣ୍ଡର ଜାମସେଦପୁରରୁ ଅଭିଯୁକ୍ତକୁ କାବୁ କରାଯାଇଛି। ପ୍ରେମ, ପ୍ରତାରଣା ଓ ପରେ ପ୍ରତିଶୋଧର ଭୟଙ୍କର ପରିଣତି ସସ୍ମିତାଙ୍କ ଜୀବନ ନେଇଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। ଗତକାଲି ଅଭିଯୁକ୍ତକୁ ଜଗତସିଂହପୁର ଅଣାଯାଉଥିବା ବେଳେ ଆଜି ସିନ୍ ରିକ୍ରିଏସନ୍ କରିପାରେ ପୋଲିସ।

Leave a Reply

Your email address will not be published. Required fields are marked *