କେତେକ କୁହନ୍ତି ମୋଦୀ ଜଣେ ଆକ୍ରୋଶ-ପରାୟଣ ନେତା!
ମୋଦୀଙ୍କ କ୍ୟାବିନେଟରେ ଅର୍ଥ ମନ୍ତ୍ରୀ ଥିବା ନିର୍ମଳା ସୀତାରମଣଙ୍କ ସ୍ୱାମୀ ତଥା ଅର୍ଥନୀତିଜ୍ଞ ପରକଲା ପ୍ରଭାକର ମୋଦୀ ସରକାରଙ୍କ କାର୍ଯ୍ୟଧାରାକୁ ବାରମ୍ବାର ସମାଲୋଚନା କଲେ ବି ସେ ନିର୍ମଳାଙ୍କୁ କ୍ୟାବିନେଟରୁ କାଢିନାହାନ୍ତି!
ମୋଦୀ କାହିଁକି ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ କରି ମହିଳା ବିଲ ଉପରେ ଦୂରଦର୍ଶନରେ କହିଲେ- ତା ବିରୋଧରେ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଥିବା ୭୦୦ ପ୍ରମୁଖ ବ୍ୟକ୍ତିଙ୍କ ଭିତରେ ପରକଲା ପ୍ରଭାକର ଅଛନ୍ତି!
ପୂର୍ବରୁ ମୋଦୀ ସରକାରଙ୍କ କିଛି ନିର୍ଦିଷ୍ଟ କର୍ପୋରେଟଙ୍କ ସହ ପ୍ରୀତି, ଡିମନିଟାଇଜେସନ, କୋଭିଡ ପରିଚାଳନା, ଅନୁଷ୍ଠାନଗୁଡ଼ିକର ସ୍ୱାଧୀନତା କମିବା, ଗଣମାଧ୍ୟମର ସ୍ୱାଧୀନତା କ୍ଷୁଷ୍ଣ ହେଉଥିବା ଅଭିଯୋଗ କରି ସେ ମୋଦୀ ସରକାରଙ୍କୁ ସମାଲୋଚନା କରିଆସିଛନ୍ତି!
ତେବେ ବି ୯ ବର୍ଷ ହେଲା ନିର୍ମଳା ସୀତାରମଣ ମୋଦୀଙ୍କ କ୍ୟାବିନେଟରେ ଅର୍ଥମନ୍ତ୍ରୀ ଅଛନ୍ତି!












Leave a Reply