ସ୍ରୁଷ୍ଟିର ନିୟମ ଅଛି ଆପଣ ଯାହା ବାଣ୍ଟିବେ ତାହା ଆପଣଙ୍କ ପାଖରେ ବେଶୀ ହେବ।ତାହା ଧନ ହେଉ କିମ୍ବା ଭୋଜନ,ସମ୍ନାନ ହେଉ କିମ୍ବା ଅପମାନ, ଘୃଣା ହେଉ କିମ୍ବା ପ୍ରେମ।ଈଶ୍ୱର କାହାକୁ ଦଣ୍ଡ ଦିଅନ୍ତି ନାହିଁ। ମନୁଷ୍ୟକୁ ତା’ର ପାପ ହିଁ ଦଣ୍ଡ ଦେଇଥାଏ। ଆମେ ତେଣୁ ଦୁଇଟି ଜିନିଷ ପ୍ରତି ସତର୍କ ହେବା ଉଚିତ – ଗୋଟିଏ ଈଶ୍ୱର ଓ ଅନ୍ୟଟି ପାପ।

ଗଛ ମୂଳରେ ସବୁଦିନ ପାଣି ଦେବାକୁ ପଡିଥାଏ, କିନ୍ତୁ ଫଳ ଋତୁ ଅନୁସାରେ ହିଁ ଆସିଥାଏ।ସେଥିପାଇଁ ଜୀବନରେ ଧର୍ଯ୍ୟ ରଖନ୍ତୁ କାହିଁକି ନା ପ୍ରତ୍ୟେକ କାର୍ଯ୍ୟ ସଠିକ୍ ସମୟରେ ହିଁ ସଫଳ ହୋଇଥାଏ। ସ୍ରୁଷ୍ଟିର ନିୟମ ଅଛି ଆପଣ ଯାହା ବାଣ୍ଟିବେ…

Read More

भगवत गीता – एक समग्र अध्ययन//जो पुरुष सम्पूर्ण भूतों में, सबके आत्मरूप मुझ वासुदेव को ही व्याप्त देखता है, और सम्पूर्ण भूतों को, मुझ वासुदेव के अंतर्गत देखता है, उसके लिए मैं अदृश्य नहीं होता हूँ, और वह मेरे लिए अदृश्य नहीं होता है– क्योंकि वह मेरे में एकी भाव से स्थित है।

भगवत गीता - एक समग्र अध्ययन आइये जीवन संग्राम में विजय के लिए गीता रूपी अमृत का पान करें अध्याय छः श्लोक संख्या (30) यो मां पश्यति सर्वत्र सर्वं च…

Read More

ହନୁମାନ ଓ ସୂର୍ଯ୍ୟପୁତ୍ର ଶନି//ଶ୍ରୀହନୁମାନଜୀଙ୍କ ଜନ୍ମ ଶିବଙ୍କ ଅଂଶରେ l ତେଣୁ ତାଙ୍କୁ ରୁଦ୍ରଅବତାର ବୋଲି ଅଭିହିତ କରାଯାଏ l ସୂର୍ଯ୍ୟ ସଂହିତା ତଥ୍ୟ ଅନୁଯାୟୀ ଶ୍ରୀହନୁମାନଜୀ ଶନିବାରଦିନ ଜନ୍ମ ହୋଇଥିଲେ l ଶାସ୍ତ୍ରରେ ତାଙ୍କ ଶରୀରର ବର୍ଣ୍ଣ ଶନିଙ୍କବର୍ଣ୍ଣ ସଦୃଶ ବୋଲି ବର୍ଣ୍ଣନା କରାଯାଇଛି l

ହନୁମାନ ଓ ସୂର୍ଯ୍ୟପୁତ୍ର ଶନି================ଶ୍ରୀହନୁମାନଜୀଙ୍କ ଜନ୍ମ ଶିବଙ୍କ ଅଂଶରେ l ତେଣୁ ତାଙ୍କୁ ରୁଦ୍ରଅବତାର ବୋଲି ଅଭିହିତ କରାଯାଏ l ସୂର୍ଯ୍ୟ ସଂହିତା ତଥ୍ୟ ଅନୁଯାୟୀ ଶ୍ରୀହନୁମାନଜୀ ଶନିବାରଦିନ ଜନ୍ମ ହୋଇଥିଲେ l ଶାସ୍ତ୍ରରେ ତାଙ୍କ ଶରୀରର ବର୍ଣ୍ଣ ଶନିଙ୍କବର୍ଣ୍ଣ ସଦୃଶ…

Read More

हीरे की पहचान//मनुष्य रूपी हीरा भी शायद ऐसा ही होता है जो परिस्थितिवश भी अपने स्वभाव को गर्म नहीं होने देता, वह अपने स्वभाव को शान्त और सौम्य रखता है। वहीं दूसरी ओर जो बात-बात मे गरम हो जाये, उलझ जाये वह व्यक्ति काँच है।

हीरे की पहचान .सर्दियों में एक राजा ने अपना दरबार खुले मे लगाया हुआ था। पूरी आम सभा सुबह की धूप में बैठी थी। महाराज के सिंहासन के सामने एक…

Read More

ବୈରାଗ୍ୟ ବିନା କୈାଣସି ମନୁଷ୍ୟ ସମ୍ପୁର୍ଣ୍ଣ ଅନ୍ତଃକରଣରେ ପରୋପକାର କରିପାରେ ନାହିଁ। ବୈରାଗୀ ମନୁଷ୍ୟ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖି ଥାଏ ସମସ୍ତଙ୍କ ସେବାରେ ନିଜକୁ ନିୟୋଜିତ କରିପାରିଥାଏ।

ବୈରାଗ୍ୟ ବିନା କୈାଣସି ମନୁଷ୍ୟ ସମ୍ପୁର୍ଣ୍ଣ ଅନ୍ତଃକରଣରେ ପରୋପକାର କରିପାରେ ନାହିଁ। ବୈରାଗୀ ମନୁଷ୍ୟ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖି ଥାଏ ସମସ୍ତଙ୍କ ସେବାରେ ନିଜକୁ ନିୟୋଜିତ କରିପାରିଥାଏ। ଜୀବନରେ ବିନା ସାଧନାରେ ଧ୍ୟାନ କରିବା ଅପେକ୍ଷା ଜୀବନରେ ଗୋଟିଏ ଦିନ…

Read More

सुख की राह//जीवन में अपेक्षा के अनुरूप फल की प्राप्ति न हो पाना ही हमारे दुःखों का एक प्रमुख कारण भी है। जीवन को दो तरीकों से सुखद बनाया जा सकता है।पहला यह है कि जो तुम्हें पसंद है, उसे प्राप्त कर लो या जो प्राप्त है, उसे पसंद कर लो।

आज का भगवद् चिन्तन सुख की राह जीवन में अपेक्षा के अनुरूप फल की प्राप्ति न हो पाना ही हमारे दुःखों का एक प्रमुख कारण भी है। जीवन को दो…

Read More

ଆମ ହିନ୍ଦୁ ଧର୍ମେ ଆମେ ମାନିଥାଉବ୍ରହ୍ମା,ବିଷ୍ଣୁ ,ମହେଶ୍ବର ,ବ୍ରହ୍ମା ସ୍ରଷ୍ଟା ,ବିଷ୍ଣୁ ପାଳନ କରତାସଂହାର କର୍ତ୍ତା ଈଶ୍ବର । 1ଅମର କୋଷରେ ସବୁ ଦେବଙ୍କରଅନେକ ନାମ ରହିଛି ,ବୈଶିଷ୍ଟ୍ଯ ହିସାବେ ଏହି ନାମ ମାନଯଥୋପଯୁକ୍ତ ହୋଇଛି – ପାରଦ କୁମାର ପାଢୀ,ଅବସରପ୍ରାପ୍ର ଶିକ୍ଷକ,ହିଞ୍ଜିଳିକାଟୁ,ଗଞ୍ଜାମ

କବିତା -----ଶୁଷ୍କ ସାହିତ୍ଯପାରଦ କୁମାର ପାଢୀ,ଅବସରପ୍ରାପ୍ର ଶିକ୍ଷକ, ହିଞ୍ଜିଳିକାଟୁ ,ଗଞ୍ଜାମ । ନିଜକୁ ଶ୍ରେଷ୍ଠ ଆସନରେ ଆସୀନକରାଇଥିବା ମଣିଷରମନ ହୁଏ ଯେବେ ଅନୁଭବହୀନ,ଅନୁଭୂତିହୀନ ମନ ହେବ ଉଦାସୀନ ।ମଣିଷ ଯିଏ ତା ଭାବକୁ ପ୍ରକାଶକରିବା ଇଛାରେ ଶବ୍ଦ ମାନଙ୍କୁସାର୍ଥକ ଭାବରେ ସଜାଇବା…

Read More

ऋषि और एक चूहा// हमें कभी भी अपने हितैषी का अहित नहीं करना चाहिए, चाहे हम कितने ही बलशाली क्यों न हो जाए. हमें उन लोगो को हमेशा याद रखना चाहिए जिन्होंने हमारे बुरे वक्त में हमारा साथ दिया है. इसके अलावा हमें अपने बीते वक्त को भी नहीं भूलना चाहिए – डॉ.विशाल जोशी

ऋषि और एक चूहा एक वन में एक ऋषि रहते थे. उनके डेरे पर बहुत दिनों से एक चूहा भी रहता आ रहा था. यह चूहा ऋषि से बहुत प्यार…

Read More

ଅଖଣ୍ଡ ପ୍ରଦୀପ//’ମୁନି ସନତ’ କୁମାରଙ୍କ ମତରେ ଶିବଙ୍କୁ ପ୍ରସନ୍ନ କରିବାର ଦଶଗୋଟି ବ୍ରତ ଅଛି । ସେ ମଧ୍ୟରୁ ଶିବରାତ୍ରି ବ୍ରତ ସର୍ବଶ୍ରେଷ୍ଠ ଓ ସର୍ବକାମପ୍ରଦ ଅଟେ । ଜାବାଳି ଶ୍ରୁତି ଅନୁସାରେ ଦଶ ଶୈବ ବ୍ରତ ମଧ୍ୟରେ ଏହି ଶିବରାତ୍ରି ବ୍ରତ ଅତ୍ୟନ୍ତ ସିଦ୍ଧିଦାୟକ ।କିପରି ବିଷକୁ ପାନ କରିବା ପରେ ବିଷର ଜ୍ୱାଳାରେ ସେ ମୂର୍ଚ୍ଛା ହୋଇଯାଇଥିଲେ । ତାଙ୍କର ସଂଜ୍ଞା ନ ଫେରିବା ପର୍ଯ୍ୟନ୍ତ ଦେବଗଣ ଓ ଶୈବବୃନ୍ଦ ଅଖଣ୍ଡ ପ୍ରଦୀପ ଜାଳି ଉଜାଗରରେ ବସିଥିଲେ । ସେହିଦିନକୁ ମନେପକାଇ ଶ୍ରଦ୍ଧାଳୁମାନେ ମହାଶିବରାତ୍ରି ପାଳନ କରିଥାନ୍ତି

ମହା ଶିବରାତ୍ରି ମୁନି ସନତ କୁମାରଙ୍କ ମତରେ ଶିବଙ୍କୁ ପ୍ରସନ୍ନ କରିବାର ଦଶଗୋଟି ବ୍ରତ ଅଛି । ସେ ମଧ୍ୟରୁ ଶିବରାତ୍ରି ବ୍ରତ ସର୍ବଶ୍ରେଷ୍ଠ ଓ ସର୍ବକାମପ୍ରଦ ଅଟେ । ଜାବାଳି ଶ୍ରୁତି ଅନୁସାରେ ଦଶ ଶୈବ ବ୍ରତ ମଧ୍ୟରେ ଏହି…

Read More

ମହାଶିବରାତ୍ରୀ//ଜାଣନ୍ତୁ ବେଲପତ୍ରର ମହତ୍ତ୍ୱ; ଜପ କରନ୍ତୁ ଏହି ୫ଟି ମନ୍ତ୍ର,ଜଳପ୍ରିୟ ଶିବଙ୍କର ପୂଜା ବେଲପତ୍ର ବିନା ସମ୍ପନ୍ନ ହୁଏ ନାହିଁ,ଆୟୁର୍ବେଦ ବିଶେଷଜ୍ଞଙ୍କ ମତରେ ନିୟମିତ ବେଲପତ୍ର ସେବନ କଲେ ଅମ୍ଲଜନିତ ଯନ୍ତ୍ରଣାରୁ ମୁକ୍ତି ମିଳେ..

ମହାଶିବରାତ୍ରୀ : ଜାଣନ୍ତୁ ବେଲପତ୍ରର ମହତ୍ତ୍ୱ; ଜପ କରନ୍ତୁ ଏହି ୫ଟି ମନ୍ତ୍ର ମହାଶିବରାତ୍ରୀ ହିନ୍ଦୁମାନଙ୍କର ପ୍ରମୁଖ ପର୍ବ ଅଟେ । ଏହି ପର୍ବରେ ଭଗବାନ୍ ଶିବଙ୍କୁ ଆରାଧନା କରାଯାଇଥାଏ । ଫାଲଗୁନ ମାସ କୃଷ୍ଣ ଚତୁର୍ଦ୍ଦଶୀରେ ଶିବରାତ୍ରୀର ପାର୍ବଣ ଅବସର…

Read More

You Missed