ମଣିଷ କଥା କୁହେ ଅନ୍ୟକୁ ଶୁଣେଇବା ପାଇଁ କଥା ନକହି ଭାବେ ନିଜକୁ ଶୁଣେଇବା ପାଇଁ, ଗୁଣୁଗୁନୁ ସ୍ୱର୍ ଟିଏ ଦୋହରାଏ ମନ୍ ବଦଳେଇବା ପାଈଁ ବିଚ ବଜାର ରେ ଆରୋହ ଅବରୋହର ଉଚ୍ଚସ୍ୱର ଛୁଟାଏ ପରପାଇଁ ଯିଏ ସୁନେ ସିଏ ବିରକ୍ତ ହୁଏ -ଡ ପ୍ରତିଭା ରାୟ ପୁସ୍ତକ (ମନୁଷ୍ୟସ୍ଵର) ପ୍ରକାଶନ ୧୯୯୩

Spread the love

ମଣିଷ କଥା କୁହେ ଅନ୍ୟକୁ ଶୁଣେଇବା ପାଇଁ କଥା ନକହି ଭାବେ ନିଜକୁ ଶୁଣେଇବା ପାଇଁ, ଗୁଣୁଗୁନୁ ସ୍ୱର୍ ଟିଏ ଦୋହରାଏ ମନ୍ ବଦଳେଇବା ପାଈଁ ବିଚ ବଜାର ରେ ଆରୋହ ଅବରୋହର ଉଚ୍ଚସ୍ୱର ଛୁଟାଏ ପରପାଇଁ
ଯିଏ ସୁଣୀ ସିଏ ବିରକ୍ତ ହୁଏ ସବୁ କାମର ଗୋଟାଏ ନିୟମ ଶୃଙ୍ଖଳା ଥାନ କାଳ ଅଛି କିନ୍ତୁ ତୁମକୁ କେତେବେଳେ ନିଦ ମାଡ଼ିବ ଛିଙ୍କିବ ହାଇ ମାଡିବ ବାରୀ ଆଡ଼କୁ ଦୌଡ଼ିବ ମଣିଷର ନିୟନ୍ତ୍ରଣ ନାହିଁ କିନ୍ତୁ ଗୀତ ଗାଇବା ଗୋଟିଏ ଶାରୀରିକ କାମ ନୁହେଁ ତୁମର ଇଚ୍ଛା ହେବ ପଡିଶା ଘର ପୋଡି ଗଲା ବେଳେ ଗୀତ ଗାଇବାକୁ ପର ପିଲା ବୁଡିଗଲା ବେଳେ ନାଚିବାକୁ ତମେ ତାକୁ ରୋକି ପାରିବନି ତେବେ ତୁମେ ଗୋଟିଏ ପାଗଳ ନଇଲେ ଭଣ୍ଡ
ଯେଉଁଠି ବିବେକ ବିଚଳିତ ଏବଂ ଲକ୍ଷ୍ୟଭ୍ରଷ୍ଟ ସେଠାର ନିର୍ଜୀବ ଗୁଳିଟା ଲକ୍ଷ ଭ୍ରଷ୍ଟ ହେଲେ ଗୁଳିର କି ଦୋଷ

ଡ଼ ପ୍ରତିଭା ରାୟ ପୁସ୍ତକ (ମନୁଷ୍ୟସ୍ଵର) ପ୍ରକାଶନ ୧୯୯୩

ଓଡ଼ିଶାର ଏକ ପ୍ରଖ୍ୟାତ ଲେଖିକା ଏବଂ ସାହିତ୍ୟିକ ଲେଖା ସାହିତ୍ୟ ଜଗତରେ ଏକ ନୂତନ ମାତ୍ରା ଆଣିଛି। ସେ ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ମହିଳା ଲେଖିକା ହେବାର ଗୌରବ ଲାଭ କରିଛନ୍ତି। ତାଙ୍କର ସବୁଠାରୁ ପ୍ରସିଦ୍ଧ ଉପନ୍ୟାସ ହେଉଛି “ଯାଜ୍ଞସେନୀ” ଯାହା ଶତକ-ସଂସ୍କରଣ ପୁସ୍ତକର ଲେଖିକା ହୋଇଥିବାର ସୌଭାଗ୍ୟ ଲାଭ କରିଛନ୍ତି

ପ୍ରତିଭା ରାୟ ଜଣେ ନାରୀ ସଶକ୍ତିକରଣ ଉପରେ ଆଲୋଚନା କରି ନାରୀ ହେଉଛି ସମାଜର ଧ୍ୱଜା ବୋଲି କହିଛନ୍ତି

ତାଙ୍କର କେତୋଟି ଉପନ୍ୟାସ ବିଷୟରେ

  • ସାମାନ୍ୟକଥନ
  • ଷଷ୍ଠସତୀ
  • ମୋକ୍ଷ
  • ଉଲ୍ଲଂଘନ
  • ନିବେଦନମିଦମ୍‍
  • ଗାନ୍ଧୀଙ୍କ ଗାଁ
  • ଝୋଟି

Leave a Reply

Your email address will not be published. Required fields are marked *