Spread the love

ନୁଆବଜର ହାଇସ୍କୁଲ ୧୯୯୦ ମସିହା ମାଟ୍ରିକ ଛାତ୍ର ଛାତ୍ରୀଙ୍କ ବନ୍ଧୁ ମିଳନ

କଟକ,୨୮/୧୨ ଭରତ ଚନ୍ଦ୍ର ମହାରଣା କଟକ (ଦର୍ଶନ ସମୀକ୍ଷା)

ନୂଆବଜାର ହାଇସ୍କୁଲ୍ ୧୯୯୦ ମାଟ୍ରିକ୍ ବ୍ୟାଚ୍ ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ପୁରାତନ ବିଦ୍ୟାର୍ଥୀ ସଂଗ୍ରାମ ସେନାପତି, ନିରାକାର ଜେନା, କବିତା ମହାରଣା, ମମତା ମହାରଣା, ଜୟଶ୍ରୀ ମହାରଣା,ସଂଯୁକ୍ତା ଜେଠି, ମନୋଜ ମହାରଣା, ସୌରଭ ପଟ୍ଟନାୟକ, ସୁବାସ ବେହେରା, ଶେସାନ୍ସୁ ଶତପଥି, ସଂଗ୍ରାମ ବ୍ରହ୍ମା, ଅରୁଣ ପରିଡ଼ା, ଅନିଲ ପଣ୍ଡା, ଆଲୋକ ମଲ୍ଲିକ, ଜୟନ୍ତୀ ମିତ୍ର,ରୁନିଆ, ବୀଣାପାଣି, କୁମୁଦିନୀ ଙ୍କ ସମେତ 30 ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ। ଏହି ଅବସରରେ ଦିବ୍ୟଙ୍ଗତ ସାଙ୍ଗମାନଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *