Spread the love

ଇଶ୍ଵର କୁହନ୍ତି ହେ ମନୁଷ୍ୟ ଆପଣ ଯେତିକି ବୁଦ୍ଧିମାନ ଓ ଦୟାଳୁ ମୁଁ ହେଇପାରିଲିନି,, ଆପଣଙ୍କର ଯେତିକି ଶକ୍ତି ଅଛି ମୋର ନାହିଁ,, ଆପଣ ଅଜସ୍ର ଧନ ରୋଜଗାର କରୁଛନ୍ତି,, ଓ ଦାନ ଧର୍ମ ବି କରୁଛନ୍ତି,, କିନ୍ତୁ ଶେଷରେ କର୍ମଫଳ ବି ଭୋଗୁଛନ୍ତି,, ସେମିତି ଆଜିର କାହାଣୀ ଜଣେ ଅମାପ ଧନର ମାଲିକ ହେଇବି ଚାଲାକ ମଣିଷ ଙ୍କ ଚାଲାକ ବୁଦ୍ଧିରୁ ବି ମୁକ୍ତି ପାଇପାରିଲାନାହିଁ,, କାରଣ ତାର ଭୋଗିବାର ଅଛି,,, ଘଟଣା ଟି ଘଟିଥିଲା ସୁଦୂର ଥାଇଲଣ୍ଡ ସହରରେ,3 ସେପ୍ଟେମ୍ବର 2012 ରେ ସଖାଳୁ ଘଟିଥିଲା ଏକ ଆକ୍ସିଡେଣ୍ଟ,, ଚାରି କୋଟି ଟଙ୍କାର (ଫରାରୀ) କାର ଚଳାଉଥିଲେ ସେଇ ଦେଶର ସର୍ବୋଚ୍ଚ ଧନୀ ଙ୍କର ନାତି,,,ନାଁ (ବେରା ୟୁଟ) ଡାକ ନାଁ (Boss) ବାପା ଚେଲାରାମ ଇବୁଧିତ କମ୍ପାନୀ ଥାଇଲଣ୍ଡ ର ପ୍ରସିଦ୍ଧ ଆରବପତି (REDBULL) ର ମାଲିକ,, ପ୍ରଚୁର ଡ୍ରଗ୍ସ ସେବନ କରି ଯୁବକ ବେରା ଚଳାଉଥିଲେ ଫେରାରି ଗାଡି,, ସାମ୍ନାରେ ଆସୁଥିଲେ ମଟର ସାଇକେଲ ରେ ଜଣେ ପୋଲିସ ଇନିସ୍ପେକ୍ଟର,, ତାଙ୍କ ରାତି ଡିଉଟି ସାରି ଫେରୁଥିଲେ ନିଜ ଘରକୁ,,, କାର ସ୍ପିଡ଼ ଥିଲା ସେତେବେଳେ 177 କିଲୋମିଟର, ସିଧା ଚଢେଇ ଦେଲେ ଇନିସ୍ପେକ୍ଟର ଙ୍କୁ ସେ ସେଇଠି ମୁର୍ତ୍ତୃ ବରଣ କଲେ,, କେଶ ହେଲା ପୋଲିସ ବି ସିସିଟିଭି ରୁ ଜାଣି ସିଧା ପଂହଁଚିଲେ ଧନୀ ରେଡବୁଲ ମାଲିକଙ୍କ ଘରେ,, ଖୋଜିଲେ ଡ୍ରାଇଭର ବେରୀଙ୍କୁ,, କେଶ ଚାଲିଲା ଥାଇଲଣ୍ଡ ର ନାମୀ ଦାମୀ ଓକିଲ ଲାଗିଲେ କେଶରୁ ମୁକୁଳେଇବାକୁ,, ସାକ୍ଷୀ ମିଳିଲେ ମିଛ କହିବାକୁ,, କେଶ ହେଲା ଓଲଟା,, କିଏ କହିଲା ସେ ସାମ୍ନାରୁ ଆସୁଥିବା ଟ୍ରକ ମାରିଛି, ତ ବସ,, ଏହିପରି ଚାଲିଲା ନାଟକ ପ୍ରଥମ ଯୋଉ ଫରେନସିକ ରିପୋଟ ଦେଇଥିଲେ 177 କିଲୋମିଟର ରେ ଫରାରୀ ଦୌଡୁଥିଲା ପରେ ବଦଳିଗଲା, ମାତ୍ର 79 କିଲୋମିଟର ବେଗ ରେ ଚାଲୁଥିଲା, କାରଣ ଥାଇଲଣ୍ଡ ରେ 80 କିଲୋମିଟର ସ୍ପିଡ଼ ପର୍ଯ୍ୟନ୍ତ ସ୍ୱୀକୃତ୍ତି ଅଛି,, ପୁରା ଦେଶରେ ଜାଣିଥିଲେ ସମସ୍ତେ କିଏ କେତେବେଳେ ଗାଡି ଚଳାଉଥିଲା ଆଉ କାହିଁକି ଜଣେ ଧନୀ ବ୍ୟକ୍ତିଙ୍କୁ ଏତେ ସହାନଭୁତି,2014 ରେ ପ୍ରଥମ ଏକ ଛୋଟିଆ ଖବର କାଗଜ ରେ ନିୟୁଜ ହେଲା କି ଜଣେ ଧନୀ ଙ୍କୁ ବଂଚେଇବାକୁ ପୁରା ପୋଲିସ ଡିପାର୍ଟମେଣ୍ଟ ଲାଗିଛି, ଯେତେବେଳେ ତାଙ୍କ ବିଭାଗର ଜଣେ କର୍ତଵ୍ୟରତ ପୋଲିସ ମଲେ ଓ ଓକିଲ ମାନେ ବି ସେଥିରେ ସାମିଲ ହେଇଛନ୍ତି,, ଧୀରେ ଧୀରେ ସମସ୍ତ ବ୍ୟାଙ୍କକ ମିଡ଼ିଆ ରେ ପୋଲିସ ଇନିସ୍ପେକ୍ଟର ଙ୍କ ସମର୍ଥନ ରେ ନିୟୁଜ ଛାପିଲେ,, କୋର୍ଟ ଅର୍ଡର ଦେଲେ ଆରେଷ୍ଟ କରନ୍ତୁ,, ବେରି ଆରେଷ୍ଟ ହେଲେ କିନ୍ତୁ ଦୁଇ ଘଣ୍ଟା ପରେ ବେଲ ପାଇଲେ,, ପୁଣି ହଂଗାମା ହେଲା ଥାଇଲାଣ୍ଡ ପାର୍ଲିଆମେଣ୍ଟ ରେ,,, ପୁଣି କେଶ ଖୋଲିଲେ ନୂଆ ଏନକ୍ୱାରୀ ରିପୋଟ ହେବ ଅର୍ଡର ଦେଲେ ଅଟର୍ନଜେନରାଲ,,, କୁଆଡେ ଫେରାର ହେଇଗଲା ରେଡବୁଲ ମାଲିକ, ଆଜି ପର୍ଯ୍ୟନ୍ତ ଇଣ୍ଟରପୋଲ ଖୋଜୁଛି,, ସେ ରେଡବୁଲ କମ୍ପାନୀ ଟି ଦୁଇଲକ୍ଷ୍ୟ କୋଟିର ପୁଞ୍ଜି ର ସମ୍ପତି,,, ସେମିତି ଏକ ଘଟଣା ଆମ ଦେଶ ଭାରତରେ ଘଟିଥିଲା ଦିଲ୍ଲୀ ରେ,,ଆକ୍ସିଡେଣ୍ଟ କଲା BMW କିନ୍ତୁ ପୋଲିସ ଚାର୍ଯସିଟ ରେ କେତେବେଳେ ଟ୍ରକ ତ କେତେବେଳେ ଟ୍ରାକ୍ଟର,,,କିନ୍ତୁ ମୁକ୍ତି ପାଇଲେ ନାହିଁ ଅପରାଧୀ,, ଇଶ୍ଵର କୁହନ୍ତି ଆପଣ ଯେତେ ଧନୀ ହେଇଥାନ୍ତୁ,, ଯେତେ ଦାନ ଧର୍ମ କରୁଥାନ୍ତୁ ମୁକ୍ତି ନାହିଁ,

Leave a Reply

Your email address will not be published. Required fields are marked *

You Missed