ସୁଭାଷ ଚନ୍ଦ୍ରାଙ୍କ ଋଣ ଛାଡ଼ ସପକ୍ଷରେ ତାଙ୍କ ସମ୍ପର୍କିତ ଲୋକ ଭୋଟ ଦେଇଥିଲେ କି?

Spread the love

ସୁଭାଷ ଚନ୍ଦ୍ରାଙ୍କ ଋଣ ଛାଡ଼ ସପକ୍ଷରେ ତାଙ୍କ ସମ୍ପର୍କିତ ଲୋକ ଭୋଟ ଦେଇଥିଲେ କି?

ଉତ୍ତର: ବିରୋଧୀ ଋଣଦାତାମାନେ (ବିଶେଷକରି HDFC Bank, IDBI Trusteeship ଆଦି) NCLT ସମ୍ମୁଖରେ ଦାବି କରିଥିଲେ ଯେ ନିମ୍ନଲିଖିତ ପାଞ୍ଚଟି ଏଣ୍ଟିଟି ମିଳିତ ଭାବରେ ୬୧.୭୮% ଭୋଟ ଅଂଶ ଧାରଣ କରି ଋଣ ଛାଡ଼ ଯୋଜନାକୁ ସମର୍ଥନ କରିଥିଲେ:
ଏଣ୍ଟିଟି
ଭୋଟ ଅଂଶ (ପ୍ରାୟ)
World Crest Advisors
୨୮.୪୯%
Lemonade Capital Advisors
୧୬.୮୫%
Corpcall Capital Advisors
୧୦.୩୦%
Veena Investments
୪.୯୯%
Direct Media Distribution Ventures
୧.୧୫%
ମୋଟ =୬୧.୭୮%
ଏମାନଙ୍କ ଭୋଟ ଯୋଗୁଁ ଋଣ ଛାଡ଼ ଯୋଜନା ୮୦.୮୧୪% ସମର୍ଥନ ପାଇଥିଲା।

ବ୍ୟାଙ୍କମାନେ ଏମାନଙ୍କୁ Subhash Chandraଙ୍କ related party / associate ବୋଲି ଦାବି କରିଥିଲେ ଏବଂ ଭୋଟ ଗଣନାରୁ ବାଦ ଦେବାକୁ କହିଥିଲେ।
NCLT ତୃତୀୟ ସଦସ୍ୟ ଏହି ଆପତ୍ତି ଗ୍ରହଣ କରିନଥିଲେ।

*ବ୍ୟକ୍ତିଗତ ଋଣ ଛାଡ଼ ଓ ସମ୍ପତ୍ତି ଜବତ- Provincial Insolvency Act,1920ରେ ପରିଚାଳିତ ହୁଏ

*ବ୍ୟବସାୟୀଙ୍କ ଋଣ ଛାଡ଼ Insolvency Bank Code, 2016 ଦ୍ୱାରା ପରିଚାଳିତ ହୁଏ!


ବ୍ୟକ୍ତିଗତ ଋଣରୁ ପ୍ରାୟ ୭୦% ଫେରେ
କମ୍ପାନୀ ଋଣରୁ ପ୍ରାୟ ୭୦% ଫେରେନାହିଁ