IL&FS (Infrastructure Leasing & Financial Services), a major Indian infrastructure development and finance company, collapsed in 2018 due to large loans extended to infrastructure corporates.
Legally, it was a private, unlisted company. However, since it was created and funded by public sector institutions such as LIC and SBI, many people perceived it as a quasi‑government entity.
୨୦୧୮ରେ ସୁଭାଷ ଚନ୍ଦ୍ରାଙ୍କ Zee Network ବଜାର ମୂଲ୍ୟ ପ୍ରାୟ ₹୫୦ ହଜାର କୋଟି ଥିଲା, ଯେଉଁଥିରେ ତାଙ୍କ ପରିବାରର ପ୍ରାୟ ଅଧା ସମ୍ପତ୍ତି ଥିଲା
ତାଙ୍କ Dish TV Network ପ୍ରାୟ ବୁଡ଼ିଗଲା
ESSEL Infrastructureରେ ପ୍ରାୟ ₹୨୦ ହଜାର କୋଟି ଋଣ ଲାଗିଥିଲା
୨୦୧୮ରେ ସୁଭାଷ ଚନ୍ଦ୍ରାଙ୍କ ପାଖରେ ପ୍ରାୟ ₹୩୧ ହଜାର କୋଟି ଟଙ୍କାର ବ୍ୟକ୍ତିଗତ ସମ୍ପତ୍ତି ଥିଲା, ଏବେ ତାହା ଖସି ମାତ୍ର ₹୩୧ କୋଟି ହୋଇଯାଇଛି!











