‘ସିଂଘମ IPS‘ କେ. ଅନ୍ନାମଲ୍ଲାଇ (୪୨) ବିଜେପି ଛାଡ଼ିଲେ, ନୂଆ ଆନ୍ଦୋଳନ- ନୂଆ ଦଳ ଗଢିବେ!
୨୦୨୪ରେ DMK ଶାସନରେ ଜଣେ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କୁ ବଳାତ୍କାର ପରେ ସେ କୋଏମ୍ବାଟୁରରେ ନିଜ ଘର ଆଗରେ ପ୍ରତିବାଦ ଜଣାଇ ନିଜକୁ ଚାବୁକରେ ପିଟୁଥିଲେ!
ତାମିଲନାଡୁରେ ଏଥର ଫିଲ୍ମ ଷ୍ଟାର ବିଜୟ ଏକାଥରେ ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ଅନ୍ନାମଲ୍ଲାଇ ରାଜ୍ୟରେ ବିଜେପି ସଭାପତି ଥାଇ ଦୁଇ ଥର ବିଜେପିରୁ ବିଧାୟକ/ ସାଂସଦ ପ୍ରାର୍ଥୀ ଭାବେ ଲଢ଼ି ପରାଜିତ ହୋଇଥିଲେ!












Leave a Reply