ଆମେ ଯାଉଚେ କୁଆଡେ?ସରକାର ଓ ମିଡିଆ ନିଜ ନିଜ ଏଜେଣ୍ଡା ରେ ବ୍ୟସ୍ତ -ପ୍ରସନ୍ନ କୁମାର ମିଶ୍ର

Spread the love

‘ଆମେ ଯାଉଚେ କୁଆଡେ?

…ସରକାର ଓ ମିଡିଆ ନିଜ ନିଜ ଏଜେଣ୍ଡା ରେ ବ୍ୟସ୍ତ । ଉଭୟ ବ୍ୟବସ୍ଥା ଜନସାଧାରଣଂକ ପାଇଁ ଦୃତଗତିରେ ଅପ୍ରାସଂଗିକ ହେଇ ଯାଉଥିବା ଅନେକେ ମନେ କରୁଚନ୍ତି ।

ଏହି ପରିସ୍ଥିତିରେ ଏହି ମାସରୁ ମୁଁ ଇଂରାଜୀ ଖବରକାଗଜ କିଣିବା ବନ୍ଦ କରି ମାସକୁ ୩୦୦ ଟଂକା ବଦଖର୍ଚ୍ଚ କମ୍ କରି ଆତ୍ମସନ୍ତୋଷ ଲାଭ କରିଚି । ଟିଭି ନ୍ୟୁଜ୍ ତ କେଉଁଦିନୁ ବନ୍ଦ କରି ସାରିଚି ।

ଆମେ ଆଜି ଏଇଠି ପହଂଚିଛେ । ୨୦୨୪ ମସିହାରେ ଦେଶରେ ସିଲେକ୍ଟ ହେଇଥିବା ମୋଟ ୧୪୭ ଜଣ IPS ଅଫିସର ମାନଂକ ଭିତରୁ ଓଡିଶା କ୍ୟାଡରରେ ଜଣେ ବି ନାହାନ୍ତି!

ଛତୁ ଫୁଟିଲା ପରି ବିଶ୍ୱବିଦ୍ୟାଳୟ କିନ୍ତୁ ଅଧ୍ୟାପକ ମରୁଡି । ଶିକ୍ଷା ଗଲାଣି ଭୁଷୁଡି ।

ଆମେ ଯାଉଚେ କୁଆଡେ ?

Leave a Reply

Your email address will not be published. Required fields are marked *