‘ଆଜତକ’ର ବରିଷ୍ଠ ଆଙ୍କର ଅଞ୍ଜନା ଓମ କଶ୍ୟପ ଲାଇଭ୍ ଡିବେଟ୍ରେ କିଛି ୟୁଟ୍ୟୁବ ଶିକ୍ଷକଙ୍କୁ “ଦୋ କୌଡ଼ି କେ” ଓ “ଠକ”, ଅନଲାଇନ୍ ଶିକ୍ଷା କଣ୍ଟେଣ୍ଟକୁ କେବଳ ଭ୍ୟୁ ପାଇଁ ତିଆରି ହେଉଥିବା ବୋଲି କହିବା ପରେ ବିବାଦ ବଢ଼ିଛି!
‘ୟୁଟ୍ୟୁବରୁ ନ୍ୟୁଜ୍ ଚାନେଲଗୁଡ଼ିକ ହଜାରେ ଭିୟୁ (view)ରୁ ₹୫୦-₹୧୨୦ ଟଙ୍କା ପାଉଥିବାବେଳେ ଶିକ୍ଷା ବିଷୟ (education content)ରୁ ₹୮୦-₹୧୮୦ ଟଙ୍କା ମିଳୁଛି।
ଯଦି ଜଣେ ୟୁଟ୍ୟୁବର ଶିକ୍ଷକଙ୍କର ଗୋଟିଏ ଶିକ୍ଷା ଭିଡିଓ ୧୦ ମିଲିୟନ (୧ କୋଟି) ଭିୟୁ ହେଉଛି, ତେବେ ସେ ₹୮ରୁ ₹୧୮ ଲକ୍ଷ ପାଉଛନ୍ତି।
ଆଉ ସେମାନେ ନିଜକୁ ପିଲାଙ୍କ ତ୍ରାଣକର୍ତା ବୋଲି ଦର୍ଶାଉଛନ୍ତି‘- ଅଞ୍ଜନା ଓମ କାଶ୍ୟପ












Leave a Reply