ଗଣତନ୍ତ୍ରରେ ସବୁଠୁ ବଡ଼ ବିରୋଧାଭାଷ –
- ପୁଞ୍ଜିବାଦୀଙ୍କୁ ନିର୍ବାଚିତ କରି ଜନତା ଦାରିଦ୍ର୍ୟ ଦୂରୀକରଣର ଆଶା ରଖନ୍ତି
- ଅପାଠୁଆଙ୍କୁ ନିର୍ବାଚିତ କରି ଜନତା ଗୁଣାତ୍ମକ ଶିକ୍ଷା ଆଶା କରନ୍ତି
- ଅପରାଧୀଙ୍କୁ ନିର୍ବାଚିତ କରି ଜନତା ଆଇନଶୃଙ୍ଖଳା ବ୍ୟବସ୍ଥିତ ହେବା ଆଶା କରନ୍ତି
- କୌଣସି ବି କ୍ଷେତ୍ରରେ ଦକ୍ଷତା ନ ଥିବା ନେତାଙ୍କୁ ନିର୍ବାଚିତ କରି ଜନତା ନିଯୁକ୍ତି ଆଶା କରନ୍ତି
- ମାଟି ଛୁଇଁନଥିବା ନେତାଙ୍କୁ ନିର୍ବାଚିତ କରି ଜନତା କୃଷି ଉନ୍ନୟନ ଆଶାକରନ୍ତି
- ପାପୀ ନେତାଙ୍କୁ ନିର୍ବାଚିତ କରି ଜନତା ଧର୍ମରକ୍ଷା ଆଶା କରନ୍ତି
- ଧର୍ଷକ ନେତାଙ୍କୁ ନିର୍ବାଚିତ କରି ଜନତା ନାରୀସୁରକ୍ଷା ଆଶାକରନ୍ତି
- ସଂସ୍କାରହୀନ ନେତାଙ୍କୁ ନିର୍ବାଚିତ କରି ଜନତା ସଂସ୍କୃତି ସୁରକ୍ଷା ଆଶାକରନ୍ତ
















Leave a Reply