ପୁଞ୍ଜିବାଦୀଙ୍କୁ ନିର୍ବାଚିତ କରି ଜନତା ଦାରିଦ୍ର୍ୟ ଦୂରୀକରଣର ଆଶା ରଖନ୍ତି,ଅପାଠୁଆଙ୍କୁ ନିର୍ବାଚିତ କରି ଜନତା ଗୁଣାତ୍ମକ ଶିକ୍ଷା ଆଶା କରନ୍ତି

Spread the love

ଗଣତନ୍ତ୍ରରେ ସବୁଠୁ ବଡ଼ ବିରୋଧାଭାଷ –

  • ପୁଞ୍ଜିବାଦୀଙ୍କୁ ନିର୍ବାଚିତ କରି ଜନତା ଦାରିଦ୍ର୍ୟ ଦୂରୀକରଣର ଆଶା ରଖନ୍ତି
  • ଅପାଠୁଆଙ୍କୁ ନିର୍ବାଚିତ କରି ଜନତା ଗୁଣାତ୍ମକ ଶିକ୍ଷା ଆଶା କରନ୍ତି
  • ଅପରାଧୀଙ୍କୁ ନିର୍ବାଚିତ କରି ଜନତା ଆଇନଶୃଙ୍ଖଳା ବ୍ୟବସ୍ଥିତ ହେବା ଆଶା କରନ୍ତି
  • କୌଣସି ବି କ୍ଷେତ୍ରରେ ଦକ୍ଷତା ନ ଥିବା ନେତାଙ୍କୁ ନିର୍ବାଚିତ କରି ଜନତା ନିଯୁକ୍ତି ଆଶା କରନ୍ତି
  • ମାଟି ଛୁଇଁନଥିବା ନେତାଙ୍କୁ ନିର୍ବାଚିତ କରି ଜନତା କୃଷି ଉନ୍ନୟନ ଆଶାକରନ୍ତି
  • ପାପୀ ନେତାଙ୍କୁ ନିର୍ବାଚିତ କରି ଜନତା ଧର୍ମରକ୍ଷା ଆଶା କରନ୍ତି
  • ଧର୍ଷକ ନେତାଙ୍କୁ ନିର୍ବାଚିତ କରି ଜନତା ନାରୀସୁରକ୍ଷା ଆଶାକରନ୍ତି
  • ସଂସ୍କାରହୀନ ନେତାଙ୍କୁ ନିର୍ବାଚିତ କରି ଜନତା ସଂସ୍କୃତି ସୁରକ୍ଷା ଆଶାକରନ୍ତ

Leave a Reply

Your email address will not be published. Required fields are marked *