Spread the love

କଟକ. ପ୍ରକାଶ ବେଉରା (ଦର୍ଶନ ସମୀକ୍ଷା)ଆଜି ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ. ଏହି ପ୍ରରି ପ୍ରେକ୍ଷୀରେ ମଙ୍ଗରାଜ ପୁର ବେରଣା ସ୍ଥିତ ନନ୍ଦିଗ୍ରାମ ବୃଦ୍ଧ ଗୋ ସେବାଶ୍ରମ ରେ,5000 ଗୋଖାଦ୍ୟ ପାଇଁ ଘାସ ଚାରା ରୋପଣ କରାଯାଇଛି. ଆଶ୍ରମ ଆରମ୍ଭ ରୁ 120,130 ବୃଦ୍ଧା, କ୍ଷତ ବିକ୍ଷତ, ରୋଗୀଣା ବୟସ୍କ, ଗୋରୁଙ୍କୁ ଙ୍କୁ ସୁସ୍ଥ କରି ବର୍ତମାନ 1100, ରୁ ଉର୍ଦ୍ଧ ଗୋରୁ ସୁସ୍ଥ ହୋଇ ପ୍ରତ୍ୟକ ଦିନ ଭେଟେନାରୀ ଡାକ୍ତର ଙ୍କ ଦେଖା ରେଖାରେ ଚାଲୁ ରହି, ଆଜି 5,6 ଗୋଶାଳା ମଧ୍ୟରୁ ଆଜି ବିରଳ ରେକଡ଼ ସୃଷ୍ଟି କରିଛି.ତାହା ଛଡା ଗାଈ ଗୋବରରେ ଜାଳେଣି କାଠ ମେସିନ ଯୋଗେ ତିଆରି କରି ସୁଲଭ ମୂଲ୍ୟରେ ବିକାଯାଉଛି, ଯାହା ଭବିଷ୍ୟତରେ କି ଟାଉନ ଗାଁ ଲୋକେ ଗୋପାଳନ କରି ପରିବେଶ ପାଇଁ ଗଛ ନ କାଟି ଗୋବର କୁ ମୁଖ୍ୟ ଆଧାର କରିବେ, ଓ ଗୋରୁ ବିକ୍ରି କମିବ ଲୋକଙ୍କ ରୋଜଗାର ବଢିବ.ଆଖ ପାଖର ବହୁତ ଗୋ ସେବାରେ ନିୟୋଜିତ ଥିବା ବଦାନ୍ୟ ବ୍ୟକ୍ତି ମାନେ ଉପସ୍ଥିତି ରହି କାର୍ଯ୍ୟକ୍ରମଟିକୁ ସୁରୁଖୁରୁରେ ସମ୍ପାଦନ କରିଥିଲେ. କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ସରକାରୀ ଅଧିକାରୀ ଙ୍କ ସହିତ ବଦାନ୍ୟ ସମାଜସେବୀ ମାନଙ୍କର ବିବରଣୀ ନିମ୍ନ୍ନରେ ଦିଆଗଲା.
Shiva Toppo Addl Dist Magistrate Cuttack

Dr Madhusudan subudhi (CDVO) Tangi choudwar

Dr Rashmi ranjan Naik
(BBO) Tangi

Dr Pradipta Rath (VS) Choudwar
Dr Srimant kumar Nanda(SDVO)

Kamal kumar sikaria(President Nand Gaun Vridh Gou Sewa Ashram)

Purushottam Agarwal(

Padama Kumari Bhawsinka

Arun Singhania,Pawan Gupta,Gyanchand Naahar,Gopal Bansal,Pawan Dhanuka,Santosh Gourisaria,
Manoj Duggar,Prakash Agarwal,Dinadayal kyal,Binod Tibrewal, Usha Devi,Mahabir Ladsaria,Sunil Murarka,Kamal Agarwal,Guljhar lal Kahania And Gou bhakt & ସେବାକ

Leave a Reply

Your email address will not be published. Required fields are marked *