ଦର୍ଶନ ଗଣିତ//ବେଦାନ୍ତ ଗ୍ରୁପ ଓଡ଼ିଶାକୁ ଦେଉଛି କେତେ ଆଉ ନେଉଛି କେତେ

Spread the love

ବେଦାନ୍ତ ଗ୍ରୁପ ଓଡ଼ିଶାକୁ ଦେଉଛି କେତେ ଆଉ ନେଉଛି କେତେ?

ବେଦାନ୍ତ ବର୍ଷକୁ ଓଡ଼ିଶାକୁ ଟ୍ୟାକ୍ସ, ରୟାଲିଟି ବାଟେ ₹୯,୦୦୦ କୋଟି ଦିଏ

ବର୍ଷକୁ ₹୨୫,୦୦୦ କୋଟିର ଆର୍ଥିକ କରବାର କରେ (ଓଡ଼ିଶାର ମୋଟ ଘରୋଇ ଉତ୍ପାଦନ-GSDPର ୩%)

ବର୍ଷକୁ ₹୪,୦୦୦ କୋଟି ଲାଭ କରେ

ରାଜ୍ୟରେ ୧୫ ହଜାର ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ସହ ୫ ଲକ୍ଷ ଲୋକଙ୍କୁ ପରୋକ୍ଷ ନିଯୁକ୍ତି

ରାଜ୍ୟରେ ଆଲୁମିନିୟମ, ଶକ୍ତି କ୍ଷେତ୍ରରେ ୧ ଲକ୍ଷ କୋଟି ନିବେଶ କରିଛି

ଆଉ ₹୧.୮ ଲକ୍ଷ କୋଟି ନିବେଶ ଲକ୍ଷ୍ୟ ରଖିଛି

ବେଦାନ୍ତ କର୍ପୋରେଟ ସାମାଜିକ ଦାୟିତ୍ୱ (CSR) ବାଟେ ଓଡ଼ିଶାରେ ବର୍ଷକୁ ପ୍ରାୟ ₹୨୦୦ କୋଟି ଖର୍ଚ୍ଚ କରେ!

ଏ ସବୁ କାହାକୁ ବିକାଶ ରୂପେ ଦେଖାଯାଏ, କାହାକୁ ପ୍ରାକୃତିକ ସମ୍ପଦର ଅଭିଶାପ ରୂପେ ଦେଖାଯାଏ

ତେବେ ଏହା ସତ୍ୟ, ରାଜନୀତି ପାଇଁ ଲାଭର ଆନୁପାତିକ ସୁଷମ ବଣ୍ଟନ ହୋଇପାରେନି!

Leave a Reply

Your email address will not be published. Required fields are marked *