Spread the love

ଓଡ଼ିଶାରେ ମିଳିଛି ସୁନା ଖଣିର ସନ୍ଧାନ।

ବିଧାନସଭାରେ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ରଖିଲେ ଖଣି ଇସ୍ପାତ ମନ୍ତ୍ରୀ ବିଭୂତି ଜେନା।

କେନ୍ଦୁଝର ଜିଲ୍ଲାରେ ମିଳିଛି ସୁନା ଖଣିର ସନ୍ଧାନ।
କେନ୍ଦୁଝର ଗୋପୁର-ଗାଜିପୁର ଅଞ୍ଚଳରେ ମିଳିଛି ସନ୍ଧାନ।
କୋରାପୁଟ, ବୌଦ୍ଧ ଓ ସମ୍ବଲପୁରରେ ବି ଅଛି ସୁନା ଖଣି।
ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୁଳର କିଛି ସ୍ଥାନରେ ଖଣି।
ମୟୂରଭଞ୍ଜର ଯଶିପୁର, ସୂରିଆଗୁଡ଼ା, ରୁଆଁସୀ, ଇଡେଲକୁଚା, ମାରେଡିହି ଓ ସୁଲେଇପାଟ ଏବଂ ବାଦାମପାହାଡ଼ ଅଞ୍ଚଳରେ ସନ୍ଧାନ ଚାଲିଛି।

Leave a Reply

Your email address will not be published. Required fields are marked *