ଖୋର୍ଦ୍ଧା ସେକ୍ସ୍ ରାକେଟ ଠାବ // ସୋତନ୍ତ୍ର ସ୍କ୍ୱାର୍ଡ ର ଚଢ଼ାଉ ,କବାଟ ଭାଙ୍ଗି ପୋଲିସ ପଶିଲେ ଘେରାବନ୍ଦି କରି ମାଡିବସିଲେ ତିନି ଦେହଜୀବୀ ସହ ୪ଗ୍ରାହକ

Spread the love

ଖୋର୍ଦ୍ଧାରେ ସେକ୍ସ୍ ରାକେଟ ଠାବ।

ଖୋର୍ଦ୍ଧା: ଶୋତନ୍ତ୍ର ପ୍ରତିନିଧି (ଦର୍ଶନ ସମୀକ୍ଷା)

ଆଦର୍ଶ ଥାନା ଅଞ୍ଚଳରେ ବିକାଶ ନଗର ଅଞ୍ଚଳରେ ଚାଲିଥିଲା ସେକ୍ସ ରାକେଟ। ଭଡ଼ାଘରେ ଚାଲୁଥିଲା ସେକ୍ସ ରାକେଟ। ପୋଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ସ୍ଵତନ୍ତ୍ର ସ୍କ୍ୱାର୍ଡ ଚଢ଼ାଉ କରିଥିଲେ। କବାଟ ଭାଙ୍ଗି ପୋଲିସ ଧରିଥିଲେ। ପ୍ରାୟ ୧ବର୍ଷ ହେବ ଚାଲୁଥିଲା ସେକ୍ସ ରାକେଟ। ତିନି ଦେହଜୀବୀ ସହ ୪ଗ୍ରାହକ ଗିରଫ। ଆପତ୍ତିଜନକ ଅବସ୍ଥାରେ ପୋଲିସ ଗିରଫ କରିଛି।

Oplus_131072

ଘରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି। ପୋଲିସ ଏହି ଘରକୁ ସିଲ କରିଛି। ସ୍ଥାନୀୟ ଲୋକଙ୍କ କହିବା କଥା ବହୁତ ଆଗରୁ ଏଠି ସେକ୍ସ ରାକେଟ ଚାଲିବା କଥା ପୋଲିସକୁ ଖବର ଦିଆଯାଇଥିଲା। ସେକ୍ସ ରାକେଟ ଚାଲିଥିବା ଭଡା ଘର ଜଣେ ପୋଲିସ ବାବୁଙ୍କର। ସେଥିପାଇଁ ପୋଲିସକୁ ଅଭିଯୋଗ କଲେ କିଛି ସୁଫଳ ମିଳୁ ନଥିଲା। ସ୍ଥାନୀୟ ବାସିନ୍ଦା କିଛି ପୋଲିସ ଉପରିସ୍ଥ ଅଧିକାରୀଙ୍କ ସହିତ ଯୋଗାଯୋଗ କରିବା ପରେ ଆଜି ଏହି ରାକେଟରେ ଚଢ଼ାଉ ହେଇଛି।

Leave a Reply

Your email address will not be published. Required fields are marked *