ଏପିଷ୍ଟନ ଫାଇଲ୍ସ୍ // ଇସ୍ତଫା ଦେଇପାରନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର: ଚର୍ଚ୍ଚା•ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଗୃହ ମନ୍ତ୍ରୀ ଶାବନା ,ଶାବନାଙ୍କର ବାପା-ମା’ ଆଜାଦ୍ କାଶ୍ମୀର ଅଞ୍ଚଳର

Spread the love

ଇସ୍ତଫା ଦେଇପାରନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର: ଚର୍ଚ୍ଚା
•ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଗୃହ ମନ୍ତ୍ରୀ ଶାବନା ମହମ୍ମୁଦ

ସୋସିଆଲାଇଟ ଜେଫ୍ରି ଏପଷ୍ଟାଇନ ସହ ସମ୍ପର୍କ ଥିବା ସତ୍ବେ ରାଜନେତା ପିଟର ମାଣ୍ଡେଲସନଙ୍କୁ ଆମେରିକା ରାଷ୍ଟ୍ରଦୂତ କରିବା ପାଇଁ ବ୍ରିଟିଶ ପ୍ରଧାନମନ୍ତ୍ରୀ (କିର ଷ୍ଟାର୍ମର)ଙ୍କୁ ଉପଦେଶ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ମୋର୍ଗାନ ମାକସ୍ବିନୀ!

•ରାଜନୀତି ପ୍ରତି ଲୋକଙ୍କ ବିଶ୍ୱାସ କମିନଯାଉ-ମାକସ୍ବିନୀ

•୨୦୨୪ରେ ବ୍ରିଟେନରେ ଷ୍ଟାର୍ମରଙ୍କ ଲେବର ପାର୍ଟି କ୍ଷମତାକୁ ଆସିବାରେ ମାକସ୍ବିନୀଙ୍କ ବଡ଼ ଭୂମିକା ଥିଲା
ଇସ୍ତଫା ଦେଇପାରନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର: ଚର୍ଚ୍ଚା
•ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଗୃହ ମନ୍ତ୍ରୀ ଶାବନା ମହମ୍ମୁଦ

ଏପଷ୍ଟିନ୍ ଫାଇଲ୍ସ

*ଶାବନାଙ୍କର ବାପା-ମା’ ଆଜାଦ୍ କାଶ୍ମୀର ଅଞ୍ଚଳର

Leave a Reply

Your email address will not be published. Required fields are marked *