ଆଜି ଠାରୁ ଫେବୃଆରୀ ୫ ଗୁରୁବାର ପର୍ଯ୍ୟନ୍ତ କୁରୁଜଙ୍ଗା ମିନି ଷ୍ଟାଡିୟମ ଠାରେ “ଡେରାବିଶ ଯୁବ ମହୋତ୍ସବ” (Derabish Youth Festival) ଓ ଆତ୍ମନିର୍ଭର ଭାରତ ସ୍ବଦେଶୀ ମେଳା….

Spread the love

ଆଜି ଠାରୁ ଫେବୃଆରୀ ୫ ଗୁରୁବାର ପର୍ଯ୍ୟନ୍ତ କୁରୁଜଙ୍ଗା ମିନି ଷ୍ଟାଡିୟମ ଠାରେ “ଡେରାବିଶ ଯୁବ ମହୋତ୍ସବ” (Derabish Youth Festival) ଓ ଆତ୍ମନିର୍ଭର ଭାରତ ସ୍ବଦେଶୀ ମେଳା….

କେନ୍ଦ୍ରାପଡା : (ରାତ୍ନକର ପରିଡ଼ା ) ବିଭିନ୍ନ ଜିଲ୍ଲାରୁ ୨୦୦ ରୁ ଅଧକ ଘରୋଇ ଓ ସରକାରୀ ଷ୍ଟଲ… ଓଡ଼ିଆ ସଂସ୍କୃତିର ପରିଚୟ ପାଇକ ଆଖଡ଼ା, ସମ୍ବଲପୁରୀ, ଦୂଲଦୁଲି ଇତ୍ୟାଦି ପାରମ୍ପାରିକ ନୃତ୍ୟଗୀତ ସହିତ ବିଭିନ୍ନ ଦିନ ସୁନାମଧନ୍ୟ କଣ୍ଠଶିଳ୍ପୀ ତଥା କଳାକାର ମଣ୍ଟୁ ଛୁରିଆ, ଇରା ମହାନ୍ତି, ଅନ୍ତରା ଚକ୍ରବର୍ତ୍ତୀ, ଅସୀମା ପଣ୍ଡା, ଦୀପ୍ତିରେଖା ପାଢ଼ୀ ଓ ସେମାନଙ୍କ troupe ଏହି ମଞ୍ଚରେ ଚିତାକର୍ଷକ କାର୍ଯ୍ୟକ୍ରମରେ ଭଗନେବେ…..ଏହା ବ୍ୟତୀତ ଡେରାବିଶ ଯୁବ ମହୋତ୍ସବରେ ଯୁବକ ମାନଙ୍କର ବ୍ୟକ୍ତିତ୍ୱ ବିକାଶ, ନିଯୁକ୍ତି ତଥା ଆତ୍ମନିଯୁକ୍ତି ପ୍ରୋତ୍ସାହନ କର୍ମଶାଳା, ଯୁବ ସମାଜକୁ ଭାରତୀୟ ଐତିହ୍ୟ, ସଂସ୍କୃତିର ପରିଚୟ ବହନ କରୁଥିବା କୀର୍ତିରାଜି ପରିଦର୍ଶନ କରାଇନେବା, ଯୁବ ଚାଷୀମାନଙ୍କୁ ପ୍ରଶିକ୍ଷଣ, ଯୁବ ପ୍ରତିଭା ଓ ବିଶିଷ୍ଟ ବ୍ୟକ୍ତିତ୍ୱମାନଙ୍କୁ ସମ୍ମାନ, ବିଭିନ୍ନ ଗ୍ରାମ୍ୟଶିଳ୍ପମାନଙ୍କର live demonstration, ଯୁବ ସମାଜ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଇତ୍ୟାଦି ଏହି ଯୁବ ମହୋତ୍ସବକୁ ଆହୁରି ଆକର୍ଷଣୀୟ କରିବ….ଆପଣମାନଙ୍କୁ ସାଦର ନିମନ୍ତ୍ରଣ 🙏

ତେଜେଶ୍ୱର ପରିଡ଼ା
ପ୍ରତିଷ୍ଠାତା ତଥା ଅଧକ୍ଷ୍ୟ, ଯୁବ ଓଡ଼ିଶା

Leave a Reply

Your email address will not be published. Required fields are marked *